Odia News Portal

ନାଟମଣ୍ଡପ ମରାମତି ମାମଲା

ଶ୍ରୀମନ୍ଦିର ନାଟମଣ୍ଡପ ଵିମ ତୁରନ୍ତ ମରାମତି ନେଇ ମିସକେସ । ଆମିକଶକ୍ୟୁରୀଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟରେ ମିସକେସ । ନାଟମଣ୍ଡପ ଵିମ ବିପଦସଂକୁଳ ଅବସ୍ଥାରେ ଥିବା ରିପୋର୍ଟ କରିଥିଲେ । ତୁରନ୍ତ ମରାମତି ନହେଲେ ଦୁର୍ଘଟଣା ଆଶଙ୍କା କରିଥିଲେ ଆମିକଶକ୍ୟୁରୀ । ତୁରନ୍ତ ମରାମତି କରିବା ନେଇ ଏଏସଆଇଙ୍କୁ ନିର୍ଦେଶ ପାଇଁ ଆବେଦନ । ମରାମତି ଅଗ୍ରଗତି ନେଇ ପ୍ରତିମାସରେ ସତ୍ୟପାଠ ନିର୍ଦେଶ ଆବେଦନ ।