Odia News Portal

ଏଥର କେବେ ଆସିବ ବାତ୍ୟା

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆହୁରି ତିନି ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ଏଥି ମଧ୍ୟରେ ଅକ୍ଟୋବର ମାସ ଆରମ୍ଭ ସହିତ ଓଡ଼ିଶା ପାଇଁ ଆସିଯାଇଛି ବାତ୍ୟା ଋତୁ l

ବିଗତ କିଛି ବର୍ଷକୁ ଲକ୍ଷ କଲେ, ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ । ଡିସେମ୍ବର ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଏ ଦୃଷ୍ଟିରୁ ସମ୍ବେଦନଶୀଳ ।