ଶ୍ରୀମନ୍ଦିରରେ ବଡ଼ମହାସ୍ନାନ, ଘଣ୍ଟାଏ ସର୍ବସାଧାରଣ ଦର୍ଶନ ବନ୍ଦ By Swadhikar News Last updated Sep 9, 2025 ଶ୍ରୀମନ୍ଦିରରେ ବଡ଼ମହାସ୍ନାନ ଯୋଗୁଁ ବନ୍ଦ ହେଲା ଦର୍ଶନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିଥିବାରୁ ହୋଇଛି ବଡ଼ ମହାସ୍ନାନ।ଆରମ୍ଭ ହୋଇଛି ମହାସ୍ନାନ ନୀତି । ଏଥିଲାଗି ପ୍ରାୟ ଏକଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅବକାଶ ପୂଜା ସମୟରେ ହୋଇଛି ବଡ଼ମହାସ୍ନାନ। ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। shreemandiraswadhikarswadhikar news Share