Odia News Portal

ଚାଲିଛି ଭୋଟ୍ ଗଣତି

୧୫ ରାଉଣ୍ଡ

ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୩ ରାଉଣ୍ଡ ସୁଦ୍ଧା ୫୦   ହଜାର ୬୫୬    ଭୋଟ୍‌ରେ ଆଗୁଆ
୧୩ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୭୩୭୪୫  ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୩୦୮୯   ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୨୬୧୮  ଭୋଟ୍

୧୪  ରାଉଣ୍ଡ

ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୩ ରାଉଣ୍ଡ ସୁଦ୍ଧା ୪୬  ହଜାର ୭୧୩  ଭୋଟ୍‌ରେ ଆଗୁଆ
୧୩ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୬୮ ,୫୬4 ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୧ ,୫୮୧  ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୧୪୬୦ ଭୋଟ୍

୧୩ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୩ ରାଉଣ୍ଡ ସୁଦ୍ଧା ୪୩ ହଜାର ୨୩୪ ଭୋଟ୍‌ରେ ଆଗୁଆ
୧୩ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୬୩,୫୨୨ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୦,୧୦୩ ଭୋଟ୍

୧୨ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୨ରାଉଣ୍ଡ ସୁଦ୍ଧା ୪୦ ହଜାର ୩୧୩ ଭୋଟ୍‌ରେ ଆଗୁଆ
୧୨ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୯,୩୬୬ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୯,୦୫୩ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୭,୪୩୭ ଭୋଟ୍

୧୧ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୧ ରାଉଣ୍ଡ ସୁଦ୍ଧା ୩୬ ହଜାର ୭୯୬ ଭୋଟ୍‌ରେ ଆଗୁଆ
୧୧ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୪,୯୮୦ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୮,୧୮୪ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୫,୩୩୭ ଭୋଟ୍

ଦଶମ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଦଶମ ରାଉଣ୍ଡରେ ସୁଦ୍ଧା ଢୋଲକିଆଙ୍କୁ ୫୦,୩୩୩ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନି ଛୁରିଆଙ୍କୁ ୧୭,୧୦୧ଭୋଟ୍
ତୃତୀୟ ସ୍ଥାନରେ ଘାସିରାମ ମାଝୀମଙ୍କୁ ୧୩,୭୫୧ ଭୋଟ୍

ନବମ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ନବମ ରାଉଣ୍ଡ ସୁଦ୍ଧା ୩୬ ହଜାର ୪୬୭ ଭୋଟରେ ଆଗୁଆ
ନବମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୪୫,୨୫୧ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୪,୭୮୪ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୧,୯୫୭ ଭୋଟ୍

ଅଷ୍ଟମ ରାଉଣ୍ଡ 
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮ ହଜାର ୮୮୮ ଭୋଟ୍‌ରେ ଆଗୁଆ
ଅଷ୍ଟମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୪୧,୫୨୦ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୨,୬୩୨ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୦,୬୪୯ ଭୋଟ୍

ସପ୍ତମ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ସପ୍ତମ ରାଉଣ୍ଡ ସୁଦ୍ଧା ୨୫ ହଜାର ୩୪୬ ଭୋଟ୍‌ରେ ଆଗୁଆ
ସପ୍ତମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୬,୦୮୮ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୦,୭୪୨ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୯,୪୭୪ ଭୋଟ୍

ଷଷ୍ଠ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଷଷ୍ଠ ରାଉଣ୍ଡ ସୁଦ୍ଧା ୨୧ ହଜାର ୯୯୫ ଭୋଟ୍‌ରେ ଆଗୁଆ
ଷଷ୍ଠ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୦୬୪୧ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୮୬୪୬ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୭୮୯୧ ଭୋଟ୍

ପଞ୍ଚମ ରାଉଣ୍ଡ
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ
ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ ଭୋଟ୍‌ରେ ଆଗୁଆ
ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍
ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୬୭୯୭ ଭୋଟ୍
ତୃତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୬୫୩୮ ଭୋଟ୍

ଚତୁର୍ଥ ରାଉଣ୍ଡ
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ
ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୨ ହଜାର ୮୧୫ ଭୋଟ୍‌ରେ ଆଗୁଆ
ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍
ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୬୦୮୮ ଭୋଟ୍
ତୃତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୫୩୨୦ ଭୋଟ୍

ତୃତୀୟ ରାଉଣ୍ଡ 
ତୃତୀୟ ରାଉଣ୍ଡ ସୁଦ୍ଧା ୧୦ହଜାର ୧୩ ଭୋଟ୍‌ରେ ଆଗୁଆ
ତୃତୀୟ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୪୩୭୦ ଭୋଟ୍
ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୪୩୫୭ ଭୋଟ୍
କଂଗ୍ରେସର ଘାସିରାମ ମାଝୀଙ୍କୁ ୩୫୩୦ ଭୋଟ୍

ଦ୍ୱିତୀୟ ରାଉଣ୍ଡ
ଦ୍ୱିତୀୟ ରାଉଣ୍ଡରେ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ
ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୭୪୧୩ ଭୋଟ୍‌ରେ ଆଗୁଆ
ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଢ଼ୋଲକିଆଙ୍କୁ ୧୦୪୩୬ ଭୋଟ୍
ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୩୦୨୩ ଭୋଟ୍
କଂଗ୍ରେସର ଘାସିରାମ ମାଝୀଙ୍କୁ ୨୨୩୪ ଭୋଟ୍

ପ୍ରଥମ ରାଉଣ୍ଡ

ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ
ପ୍ରଥମ ରାଉଣ୍ଡରେ ୩୫୪୭ ଭୋଟରେ ଆଗୁଆ
ପ୍ରଥମ ରାଉଣ୍ଡରେ ଢ଼ୋଲକିଆଙ୍କୁ ମିଳିଛି ୪୯୦୪ ଭୋଟ୍
ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୧୩୫୭ ଭୋଟ୍
କଂଗ୍ରେସର ଘାସିରାମ ମାଝୀଙ୍କୁ ୧୩୦୮ ଭୋଟ୍