Odia News Portal

୧୫ ବର୍ଷର ପୁରୁଣା ଗାଡି ମାଲିକଙ୍କ ଉପରେ ଚଡକ

ରାଜ୍ୟରେ ଆସନ୍ତା ମାସ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଗାଡି ରାସ୍ତାରୁ ହଟାଯିବ । ଏହି ଗାଡି ଗୁଡିକ ମାର୍ଚ୍ଚ ୧୫ ତାରଖ ସୁଦ୍ଧା ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୫ ବର୍ଷରୁ ଅଧିକ ହୋଇଥିବା ଗାଡି ଗୁଡିକ ରାସ୍ତାରେ ଚଳାଚଳ ପାଇଁ ଅନୁମତି ମିଳିବ ନାହିଁ । ସେଥି ମଧ୍ୟରେ କେବଳ ବାଇକ ଓ ସ୍କୁଟର ୧୨ ଲକ୍ଷ ୯୯ ହଜାର ୩୫୧ ଟି ।