Odia News Portal

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିେଯାଗ; ବେଆଇନ୍‌ ଭାବେ ଗର୍ଭପାତ ଔଷଧ ବିକ୍ରି ଅଭିଯୋଗରେ ଡ୍ରଗ୍ସ ସ୍କ୍ୱାଡର ଚଢ଼ାଉ

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିେଯାଗ ହୋଇଛି । ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ୍‌ ବିକ୍ରି ଚାଲିଥିବା ନେଇ ହୋଇଥିବା ଅଭିଯାଗରେ ପରେ ଚଢ଼ାଉ କରାଯାଇଛି । ନକଲି ଔଷଧ ନେଇ ଡ୍ରଗ୍ସ କଣ୍ଟ୍ରୋଲର ପାଖରେ ହୋଇଥିଲା ଅଭିଯୋଗ । ଏନେଇ ସିଆରପି ଅଞ୍ଚଳରେ ଥିବା ଏକାଧିକ ଦୋକାନ ଗୁଡ଼ିକୁ ଯାଇ ଔଷଧ ଗୁଡିକୁ ଯାଞ୍ଚ କରୁଛି ଡ୍ରଗ୍ସ ସ୍କ୍ୱାଡ୍‌ର ଟିମ୍‌ ।