Odia News Portal

ଜେଲ୍ ଗଲେ କେଜରିୱାଲ

 ଇଡ଼ି ରିମାଣ୍ଡ ସରିବା ପରେ ଜେଲ୍ ଗଲେ କେଜରିୱାଲ । ମଦ ଦୁର୍ନୀତି ମାମଲାରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୫ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ ।

ଆଜି ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା l