Odia News Portal

ଟ୍ରାକ୍ ମରାମତି ଚାଲିଲା ଟ୍ରେନ୍‌

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଗଡିଲା ଟ୍ରେନ୍ । ଅଫ୍ ଲାଇନ୍‌ରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍ । ମରାମତି ଉପରେ ୨ଟା୩୬ରେ ଚାଲିଲା ପ୍ରଶାନ୍ତି ଏକ୍ସପ୍ରେସ୍ । ଏକ୍ସପ୍ରେସ ଟ୍ରେନ୍ ଚାଲିବା ନେଇ ରେଲେଓ ପକ୍ଷରୁ ସୂଚନା ।