Odia News Portal

ମଣିପୁରରେ ପୁଣି ହିଂସା

ସୁରକ୍ଷାକର୍ମୀ-ବିଦେ୍‌୍ରହୀ ଗୋଷ୍‌ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା । ସେରୋଔରେ ଗୁଳିବିନିମୟରେ ଜଣେ ବିଏସଏଫ ଯବାନ ସହିଦ୍ ହୋଇଛନ୍ତି । ଆସାମ ରାଇଫଲ ୨ ଜଣ ଯବାନ ମଧ୍ୟ ଗୁରୁତର ସୂଚନା ରହିଛି ।