Odia News Portal
Browsing Tag

tika

ଡିସେମ୍ବର ସୁଦ୍ଧା ସରିବ ଟିକାକରଣ

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଟିକା ଆସିବାରେ ଯଦି କୌଣସି ସମସ୍ୟା ନହେଲା ତେବେ ୪ ମାସ ଭିତରେ ଟିକାକରଣ ଶେଷ ହୋଇଯିବ । ବର୍ତ୍ତମାନ ରାଜ୍ୟରେ ଟିକାକରଣରେ କୌଣସି ସମସ୍ୟା ହୋଇନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ନେଇ ସାରିଥିବା ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ…

ଓଡ଼ିଶାକୁ ଅଧିକ ଟିକା ଆବଣ୍ଟନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: କୋଭିଡ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଟିକା ଯୋଗାଣ କୋଟା ଅନୁସାରେ ରାଜ୍ୟରେ ଘରୋଇ ହସପିଟାଲ ନାହିଁ । ଏଥିପାଇଁ ୯୫ ପ୍ରତିଶତ ଟିକା ରାଜ୍ୟ ସରକାରଙ୍କୁ ଦିଆଯିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଘରୋଇ…

ସେପ୍ଟେମ୍ବର ମାସରୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାହନ କରିବ ସ୍ପୁଟନିକ୍ ଭି ଟୀକା

ଭାରତର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଋଷୀୟ ଟିକା ସ୍ପୁଟନିକ-ଭି କୁ ସେପ୍ଟେମ୍ବର ମାସ ଠାରୁ ଉତ୍ପାଦନ କରିବ । ଏହାସହ ବାର୍ଷିକ ୩୦ କୋଟି ଡୋଜ ଉତ୍ପାଦନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କୁହାଯାଇଛି । ସୂଚନା ମୁତାବକ ଏବେ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସିଜିଆଇର…

ଟିକା ନେବା ପରେ ମଧ୍ୟ ୬୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ଲୋକ। ଗୋଟିଏ ପଟେ କରୋନାର ବିଭିନ୍ନ ପ୍ରଜାତି ଲୋକଙ୍କ ମନରେ ଭୟ ସଚାଂର କରୁଥିବା ବେଳେ ଅନ୍ୟପଟେ ମନ୍ଥର ଟିକାକରଣ ଏବଂ ଟିକା ନେବା ସତ୍ତ୍ବେ ସଂକ୍ରମିତ ହେବା ଘଟଣା ଏବେ ଚିନ୍ତା ବଢାଇଛି।ଟିକା ନେଲା ପରେ ବି ଶହ ଶହ ସ୍ବାସ୍ଥ୍ୟ…

ଟ୍ରେନିଂ ପରେ ଗର୍ଭବତୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: କରୋନନା ବିରୋଧରେ ମୁଖ୍ୟ ଅସ୍ତ୍ର ସାଜିଛି ଟିକା । ସମସ୍ତ ବର୍ଗର ଲୋକଙ୍କୁ ଟିକା ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି । ଗର୍ଭବତୀଙ୍କୁ ଟିକା ଦେବା ଲାଗି କିଛିଦିନ ଶୁଣାଯାଉଥିଲା । ତେବେ ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ରର ନିର୍ଦ୍ଦେଶ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ…

ଆଜି ୧୫ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ

ଭୁବନେଶ୍ୱର: ଆଜି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବଲାଙ୍ଗୀର, ବାଲେଶ୍ବର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ସୋନପୁରରେ ଟିକାକରଣକୁ ବନ୍ଦ ରଖାଯାଇଛି। ଏହା ପଛରେ କୋଭିସିଲଡ୍ ଟିକାର ଅଭାବ ମୁଖ୍ୟ କାରଣ ରହିଛି। ତେବେ ଆଜି…

ଆସୁଛି ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଛି ଟିକା ଅଭାବ । ଟିକା ନଥିବାରୁ କାଲିଠାରୁ ୧୭ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତେବେ ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟକୁ ଆସିବ ୮ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ । ଦୂର ହେବ ଭ୍ୟାକ୍ସିନ ଅଭାବ । କେନ୍ଦ୍ର ସରକାର ଏହି ୮ ଲକ୍ଷ ଟିକା…

୧୨ରୁ ଉର୍ଦ୍ଧ୍ୱ ବୟସ୍କ ପିଲାଙ୍କୁ ମିଳିବ ଟିକା!

ଭୁବନେଶ୍ୱର: ଦେଶରେ ଜାରି ରହିଛି ଟିକାକରଣ । ସମସ୍ତ ବର୍ଗର ଲୋକଙ୍କ ଟିକା ଦେବା ଲାଗି ଜାରି ରହିଛି ପ୍ରୟାସ । ତେବେ ଖୁବଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ କରାଯାଇପାରେ । ତେବେ ଏହି ଟିକାକରଣ ଲାଗି ଅନୁମତି ମାଗିଛି ଜାଇଡସ୍ କାଡିଲା । ଡିସିଜିଆଇକୁ ଜରୁରୀକାଳିନ ଅନୁମତି…

କୋଭାଭାକ୍ସ ଟିକା ଟ୍ରାଏଲକୁ ନା

ନୂଆଦିଲ୍ଲୀ: କୋଭାଭାକ୍ସ ଟିକାକୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ମିଳିଲାନି । କୋଭାଭାକ୍ସ ଟିକା ଲାଗି ଅନୁମତି ମାଗିଥିଲା ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ୍ । ୨ରୁ ୨୭ ବର୍ଷ ବୟସ୍କଙ୍କ ଉପରେ ଏହା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହୋଇଥାନ୍ତା ।…

ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ଏକ ଲକ୍ଷ ଡୋଜ୍‌

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଟିକାକରଣ । ପ୍ରଥମେ ପ୍ରଥମେ ଲୋକେ ଟିକା ନେବାଲାଗି ଡରୁଥିବା ଏବେ ଆଗ୍ରହର ସହ ଟିକା ନେଉଥିବା ଦେଖିବାକୁ ମିଳୁଛି । ବୁଧବାର ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ । ଜୁନ ମାସରେ ୧୯ ଲକ୍ଷ୫୮ହଜାର ୩୭୦ ଟିକା ରାଜ୍ୟକୁ କେନ୍ଦ୍ର ସରକାର…