Odia News Portal

ହାଜତ ମୃତ୍ୟୁ ଘଟଣା,ରିପୋର୍ଟ ତଲବ କଲେ ଜାତୀୟ ମାନବ ଅଧିକାର କମିଶନ

ବଡମ୍ବା ଜଙ୍ଗଲ ବିଭାଗ ହାଜତରେ ମୃତ୍ୟୁ ଘଟଣା। ଜାତୀୟ ମାନବ ଅଧିକାର କମିଶନଙ୍କ ରିପୋର୍ଟ ତଲବ। କଟକ ଜିଲ୍ଲାପାଳ ଓ ପିସିସିଏଫ୍ ଙ୍କୁ ରିପୋର୍ଟ ତଲବ କରାଯାଇଛି।

ସୂଚନାନୁଯାୟୀ, ବଡମ୍ବାର ଧନେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଥିଲା। ଚାରି ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାମଲା ଦାୟର କରିଥିଲେ ମାନବାଧିକାର କର୍ମୀ ଅଖଣ୍ଡ।