ଗଛକଟା ଉପରେ ଲାଗିଲା ରୋକ୍
ଗଛକଟା ଉପରେ ଲାଗିଲା ରୋକ୍ । ରାଜଧାନୀରେ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ ନିର୍ମାଣ ନିମନ୍ତେ ସରକାର ଆରମ୍ଭ କରିଥିବା ଗଛକଟା ଅଭିଯାନ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଏଥିସହିତ ସତ୍ୟପାଠ ଜରିଆରେ ବହୁତଳ ପ୍ରାସାଦ ସଂପର୍କରେ ବିସ୍ତୃତ ସୂଚନା, ପ୍ରାସାଦ ପାଇଁ ଗଛକଟା ସଂପର୍କିତ ତଥ୍ୟ!-->…
