Odia News Portal

ନକଲି ଡାକ୍ତର ପୋଷାକରେ ବ୍ରାଉନ ସୁଗାର କାରବାର: ରାକେଟର ୨ ଜଣଙ୍କୁ ଗିରଫ କଲା ପୋଲିସ

କମିଶନରେଟ ପୋଲିସ କୁ ମିଳିଛି ବଡ଼ ସଫଳତା । ଏକ ବ୍ରାଉନ ସୁଗାର କାରବାର କରୁଥିବା ରାକେଟ ର ଦୁଇ ଜଣଙ୍କୁ କଲା ଗିରଫ । ଉଭୟ ଅଭିଯୁକ୍ ପୁଲିସ ପୋଷାକ ପିନ୍ଧୁଥିଲେ। ଗାଡ଼ିରେ ପୁଲିସର ଲୋଗୋ ବ୍ୟବହାର କରୁଥିଲେ। ପୁଲିସ ବେଶରେ ଦୀର୍ଘଦିନ ହେବ ବ୍ରାଉନ ସୁଗାର କାରବାର ଚଳାଇଥିଲେ। ସ୍ପେଶାଲ ଟାକ୍ସ

ଧନୀ ତାଲିକାରେ ଖସିଲେ ଅମ୍ବାନୀ, ଆଦାନୀ

ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଶୁକ୍ରବାର ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୧.୫୮ ବିଲିୟନ ଡ଼ଲାର ବଢ଼ିଛି । ଏହା ସତ୍ତ୍ୱେ ସେ ଗୋଟିଏ ସ୍ଥାନ ହରାଇ ସପ୍ତମ

ଡିସେମ୍ବର ସୁଦ୍ଧା ନୂଆ ନମ୍ବର ପ୍ଲେଟ ଲଗାଇବାକୁ ନିର୍ଦ୍ଦେଶ

ଏଣିକି ପୁରୁଣା ଗାଡିରେ ବି ହାଇସିକ୍ୟୁରିଟି ରଜିଷ୍ଟ୍ରେସନ ନମ୍ବର ପ୍ଲେଟ ବାଧ୍ୟତାମୂଳକ । ୨୦୧୯ ମସିହାରୁ ପଞ୍ଜିକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ ବ୍ୟବହାର ହେଉଥିବାବେଳେ ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁୁରୁଣା ଗାଡି ଗୁଡିକରେ ପୁରୁଣା ନମ୍ବର ପ୍ଲେଟ ରହିଛି । କିନ୍ତୁ ଏବେ ଆଉ

ଗ୍ୟାସ ସିଲିଣ୍ତର ଫାଟି ବିସ୍ଫୋରଣ ହେବାରୁ ଭୁଶୁଡିଲା ଛାତ: ଚାଲିଗଲା ୪ ଜୀବନ

ଫାଟିଗଲା ଗ୍ୟାସ ସିଲିଣ୍ତର | ଫଳରେ ଏହି ଅଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଦୁଖଦ ଘଟଣା ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାର ମୁଲାଖାଲେନ୍ଦୁ

୨୦ଟି ରାଷ୍ଟ୍ରକୁ ବ୍ୟାପିଲାଣି ମଙ୍କିପକ୍ସ ସଂକ୍ରମଣ

କରୋନା ପରେ ଏବେ ଦେଶବାସୀଙ୍କ ଘାରିଛି ମଙ୍କିପକ୍ସ ସଂକ୍ରମଣ ଭୟ | ଧୀର ଧୀରେ ସଂକ୍ରମଣ ବ୍ୟାପିବାରେ ଲାଗିଛି | ଯାହାକୁ ନେଇ ସରକାରଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି | ଏବେ ଏହି ସଂକ୍ରମଣ ୨୦ଟି ରାଷ୍ଟ୍ରକୁ ବ୍ୟାପିଥିବା ବେଳେ, ବିଶ୍ବରେ ମୋଟ୍‌ ମଙ୍କିପକ୍ସ ମାମଲା

ଆତ୍ମହତ୍ୟା କଲେ ଉତ୍ତରାଖଣ୍ଡର ନେତା ବିଜୟ ବହୁଗୁଣା

ଆତ୍ମହତ୍ୟା କଲେ ଉତ୍ତରାଖଣ୍ଡର ନେତା ବିଜୟ ବହୁଗୁଣା। ପାଣି ଟାଙ୍କି ଉପରକୁ ଉଠି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ପ୍ରାଥମିକ ତଦନ୍ତରୁ ତାଙ୍କ ବୋହୂ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ସେ ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଶ୍ଵଶୁର ମୋ ଝିଅକୁ

ବ୍ରଜରାଜନଗର ଉପନିର୍ବାଚନ; ତାଲିକାରେ ରହିଲେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେନି ଅନେକ କେନ୍ଦ୍ର ନେତା

ସାରା ରାଜ୍ୟର ନଜର ବର୍ତ୍ତମାନ ରହିଛି ବ୍ରଜରାଜନଗର ଉପନିର୍ବାଚନ ଉପରେ । ଏଥର ବାଜି ମାରିବ କିଏ ? ସେନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଗଲାଣି । ସେପଟେ ଉପନିର୍ବାଚନରେ ବାଜି ମାରିବା ଲକ୍ଷ୍ୟରେ ସମସ୍ତ ରାଜନୈତିକ ଦଳମାନେ ମଧ୍ୟ ଜୋରଦାର ପ୍ରସ୍ତୁତି କରିବାରେ ଲାଗିଛନ୍ତି । ଏନେଇ

ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର

ରାଜଧାନୀର ରାଜରାସ୍ତାରେ ବୋହିଲା ରକ୍ତର ନଦୀ | ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ବୋତଣ୍ଡା ନିକଟରେ ଜଣେ ଓମ୍‌ଫେଡ୍‌ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ | ଆହତ ବ୍ୟବସାୟୀ ସିପୁ ବେହେରା । ତାଙ୍କର ଦୁଇ ହାତରେ ଗଭୀର ଆଘାତ ଲାଗିଛି। ସିପୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ

ବାରବାଟୀ ମ୍ୟାଚ୍‌ ପ୍ରସ୍ତୁତି : ଜୁନ୍‌ ୧୨ରେ ଖେଳାଯିବ ଦ୍ୱିତୀୟ T20 ମ୍ୟାଚ୍‌

ଅଢେଇ ବର୍ଷ ପରେ ପୁଣି ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଜୁନ ୧୨ରେ ଫ୍ଲଡ୍‌ ଲାଇଟରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ । ଏଥିପାଇଁ ସଜେଇ ହେଲାଣି ଷ୍ଟାଡିୟମ । ସୁରକ୍ଷା ଦୃଷ୍ଟିରୁ ଦର୍ଶକଙ୍କ ପାଇଁ ବନ୍ଦ ଥିବା ୬ ଓ ୭ ନମ୍ବର ଗ୍ୟାଲେରୀ ପୁଣି ଖୋଲିବ ।

ପ୍ରେମିକାକୁ ବାହା ହୋଇଥିଲେ କିନ୍ତୁ ସେ ଝିଅ ନୁହେଁ ଥିଲା ପୁଅ

ଯଦି ସୁନ୍ଦର ଛପା ଦେଖି ପ୍ରେମ କରୁଛନ୍ତି କିମ୍ବା ସୋସିଆଲ ମିଡିଆରେ ପ୍ରେମ କରିବସୁଛନ୍ତି ସେମାନେ ବୋଧହୁଏ ଆମର ଏ ଖବର ଦେଖିବା ପରେ ରଙ୍ଗ ନମ୍ବରରେ ଆଉ କାହା ସହ ଗପିବା ଆଉ ପ୍ରେମ କରିବା ଭୁଲି ହିଁ ଯିବେ। ତେବେ ବିଶ୍ୱାସ କରନ୍ତୁ ଏ ଖବର ବିଷୟରେ ପୂରା ଜାଣିବା ପରେ ଆପଣଙ୍କ ମୁଣ୍ଡ ଏକଦମ୍‌