Odia News Portal

ଆଇପିଏଲରୁ ଅବସର ଘୋଷଣା କଲେ ଏହି ଖେଳାଳୀ

ଆଇପିଏଲରୁ ସନ୍ନ୍ୟାସ ନେବେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ପ୍ଲେୟର ଅମ୍ବତି ରାଇଡୁ । ସେ ନିଜେ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ରାଇଡୁ ଏବେ ପର୍ଯ୍ୟନ୍ତ ଆଇପିଏଲରେ ୧୮୭ ମ୍ୟାଚ୍ ଖେଳି ୪୧୮୭ ରନ୍ ସ୍କୋର କରିଛନ୍ତି । ତାଙ୍କର ବେଷ୍ଟ ସ୍କୋର ୧୦୦ ରନ୍ ଥିଲା । ଶନିବାର ଦିନ ନିଜ ଟ୍ୱିଟର

କଟକରେ ଟମାଟୋ ଫ୍ଲୁ’ଆତଙ୍କ

ଏବେ ଦେଶରେ ମୁଣ୍ଡ ଟେକିଛି ଟମାଟୋ ଫ୍ଲୁ’ ଆତଙ୍କ | କେରଳ ଓ କର୍ଣ୍ଣାଟକ ପରେ ଏବେ କଟକରେ ଚିହ୍ନଟ ହୋଇଛି ଟମାଟୋ ଫ୍ଲୁ’ ଆତଙ୍କ | ୫ ବର୍ଷରୁ କମ୍‌ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ, ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କଠାରେ ଯେଉଁ ଲକ୍ଷଣ ପ୍ରକାଶ ପାଉଛି ଠିକ୍‌ ସେହିଭଳି ଲକ୍ଷଣ ଥିବା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ଚାଲିଥିବା କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ଏହି ଚିଠି ଲେଖିଛି ଓଘଞଇଉଐ । ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ କାମକୁ ସ୍ଥଗିତ ରଖାଯାଉ ବୋଲି କହିଛି ଓଘଞଇଉଐ । ଶ୍ରୀମନ୍ଦିର ସୁରକ୍ଷା ନେଇ

ବ୍ରଜରାଜନଗର ଉପନିର୍ବାଚନ : ୧୪ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ୧୪ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ ପରେ କାଏମ ଥିବା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ତାଲିକା ପ୍ରକାଶ ପାଇଛି । ଆସନ୍ତା ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ମେ’

ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ । ରାୟଗଡ଼ାର ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ ୬ ଲକ୍ଷ ଟଙ୍କା ସହ ଧରିଛି ଭିଜିଲାନ୍ସ । ନିନା ବେଉରା ଅନୈତିକ ଉପାୟରେ ଅର୍ଜିତ ଟଙ୍କା ସହ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ପାଇଁ

ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧରେ ପ୍ରେରିତ କରିବା ଉଚିତ୍ : ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ

ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କୁ ଶୈକ୍ଷିକ ଏବଂ ବୋ÷ଦ୍ଧିକ କ୍ଷେତ୍ରରେ ଶିକ୍ଷିତ କରାଇବା ସହ ସେମାନଙ୍କୁ ଉଚ୍ଚ ମାନର ନୈତିକ ମୂଲ୍ୟବୋଧର ମନ୍ତ୍ର ଦେବା ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଏକ ବଡ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଶ୍ରୀ ଏମ୍.ଏମ୍. ରାଜେନ୍ଦ୍ରନ ।

ସୋଆକୁ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ମାନ୍ୟତାରେ ସମ୍ମାନିତ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମିଳିଛି ଆଉ ଏକ ସଫଳତା । କ୍ୟୁଏସ୍ ଆଇ-ଗଜ୍ ଦ୍ୱାରା ପ୍ରସ୍ତୁତ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ତାଲିକାରେ ସୋଆକୁ ସ୍ଥାନ ମିଳିଛି । ୟୁକେ ସ୍ଥିତ କ୍ୟୁଏସ୍ କ୍ୱାକ୍କ୍ୱାରେଲି ସିମଣ୍ଡସର

୨୪ ବର୍ଷ ପରେ ଭାଙ୍ଗିଲା ସମ୍ପର୍କ

ସଲମାନଙ୍କ ସାନ ଭାଇ ଏବଂ ବଲିଉଡ ଷ୍ଟାର ସୋହେଲ ଖାନ ଏବଂ ପତ୍ନୀ ସୀମା ଖାନ୍‌ଙ୍କ ଭିତରେ ଫାଟ । ଖୁବ୍‌ଶୀଘ୍ର ଦୁଇ ଜଣ ତଲାକ୍ ଦେଉଛନ୍ତି । ମୁମ୍ବାଇ ଫ୍ୟାମିଲି କୋର୍ଟରେ ତଲାକ ପାଇଁ ମାମଲା ରୁଜୁ ହୋଇଛି । ଶୁକ୍ରବାର ଏହି ଦୁଇ ଜଣ କୋର୍ଟରୁ ଅଲଗା ଅଲଗା ହୋଇ ବାହାରିଥିଲେ । କିନ୍ତୁ ଏବେବି ଦୁଇ

୧୫ ଦିନ ତଳେ ହୋଇଥିଲା ବାହାଘର, ଆଖି ବୁଜିଦେଲେ ଡାକ୍ତର

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ଆତ୍ମହତ୍ୟା । ମୃତ ଯୁବ ଡାକ୍ତର ଶିଶିର କୁମାର ସାହୁ ଘରୋଇ ମେଡିକାଲରେ ଅର୍ଥପେଡିକ୍ ଡାକ୍ତର ଥିଲେ । ବାପା ବଂଶୀଧର ସାହୁ ଅବସରପ୍ରାପ୍ତ ଡାକ୍ତର ଥିଲେ । ମା’ ବିଜୟଲକ୍ଷ୍ମୀ ସାହୁ ଝାରସୁୁଗୁଡା ଦଲ୍ଲୀପାଲ୍ଲୀ ମେଡିକାଲରେ କାର୍ଯ୍ୟରତ ଅଛନ୍ତି ।

ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିନଙ୍କ ପରଲୋକ

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିନଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଶେଖ୍ ଖୋଲିବା ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। ୟୁଏଇର ସରକାରୀ ଗଣମାଧ୍ୟମ ଡବ୍ଲୁଏଏମ୍ ଶୁକ୍ରବାର ଏହି ସୂଚନା ଦେଇଛି | ରାଷ୍ଟ୍ରପତି ବ୍ୟାପାର