Odia News Portal

ବିମାନରେ ଲାଗିଲା ନିଆଁ, ୨୫ଯାତ୍ରୀ ଆହତ

ଉଡାଣ ପୂର୍ବରୁ ବିମାନରେ ଲାଗିଲା ନିଆଁ । ରନେଓ୍ଵରେ ବିମାନରେ ଲାଗିଲା ନିଆଁ। ୨୫ ଜଣ ଯାତ୍ରୀ ଆହତ। ଚୀନର ଚୋଙ୍ଗକ୍ୱିଙ୍ଗ ଘଟିଛି ଏଭଳି ଘଟଣା। ଚୋଙ୍ଗକ୍ୱିଙ୍ଗର ବିମାନ ବନ୍ଦରରେ ୧୧୩ ଯାତ୍ରୀ ଓ ୯ କ୍ରୁ ମେମ୍ବର ନେଇ ଉଡାଣ ପାଇଁ ପ୍ରସ୍ତୁତି କରୁଥିବାବେଳେ ବିମାନରେ ନିଆଁ ଲାଗିଯାଇଥିଲା।

ରାଜ୍ୟକୁ ଫେରିବ ତାତି, ବଢ଼ିବ ତାପମାତ୍ରା

ସମ୍ଭାବ୍ୟ ବାତ୍ୟା ‘ଅସାନି’ ଆନ୍ଧ୍ର ଉପକୂଳକୁ ଛୁଇଁବା ପରେ ଆହୁରି ଦୁର୍ବଳ ହେବାରେ ଲାଗିଛି । ଫଳରେ ଓଡିଶା ଉପରୁ ଭୟର ବାତାବରଣ ଦୂରେଇ ଯାଇଛି । ତେବେ ଆଜି କାଁ ଭାଁ ବର୍ଷା କେତେକ ସ୍ଥାନରେ ହୋଇପାରେ । ତେବେ ଏବେ ବାତ୍ୟା ଯିବା ପରେ ଏବେ ପୁଣି ରାଜ୍ୟକୁ ଲେଉଟାଣି ଦେବ ତାତି । ପୁଣି

ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ନେଇ ବିଜେଡ଼ି ସୁପ୍ରିମୋ ଙ୍କ କାର୍ଯ୍ୟନୁଷ୍ଠାନ

ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ନେଇ ବିଜେଡ଼ି ସୁପ୍ରିମୋ ଙ୍କ କାର୍ଯ୍ୟନୁଷ୍ଠାନ । ବୁଧବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ପୂର୍ବତନ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପାତ୍ର, ପୂର୍ବତନ ବ୍ଳକ ଉପ ସଭାପତି ସୁବାସ ଚନ୍ଦ୍ର ପୃଷ୍ଟି, ବିଜେଡି ନେତା

ଟମାଟୋ ଫ୍ଲୁ ହାଇଆଲର୍ଟ

କର୍ଣ୍ଣାଟକରେ ଟମାଟୋ ଫ୍ଲୁ ଆତଙ୍କ । ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖାଦେଇଛି । ପୂର୍ବରୁ ତାମିଲନାଡୁ ଏବଂ କେରଳରେ ଏହି ରୋଗ ଦେଖା ଦେଇଥିଲା । ଏହି ସଙ୍କ୍ରାମକ ରୋଗ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି କେରଳରୁ ଆସିଥିବା ବ୍ୟକ୍ତିମାନଙ୍କ

ଗିରଫ ହେଲେ କୋଟିପତି IAS ପୂଜା ସିଂଘଲ

ଶେଷରେ ଗିରଫ ହେଲେ ଆଇଏଏସ୍‌ ପୂଜା ସିଂଘଲ । କୁବେର ଆଇଏଏସ୍‌ଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ତାଜୁବ ହୋଇଯାଇଥିଲେ ସମସ୍ତେ । ଝାଡଖଣ୍ଡ ଖଣି ବିଭାଗ ସଚିବ ଥିବା ଭାରତୀୟ ପ୍ରଶାସନିକ ଅଧିକାରୀ ପୂଜା ସିଂଘଲଙ୍କୁ ଗିରଫ କରାଯାଇଛି । ଦୀର୍ଘ ସମୟ ଧରି ପଚରା ଉଚରା କରିବା ପରେ ପୂଜା

ଜଗନ୍ନାଥଙ୍କ ମୂର୍ତ୍ତିକୁ ଧରି ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ବୁଲିଲେ ସମ୍ବିତ

ଶ୍ରୀମନ୍ଦିର ହେରିଟେଜ କରିଡର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ବେଆଇନ ଭାବେ କାର୍ଯ୍ୟ କରାଯାଉଛି । ରାଜ୍ୟ ସରକାର ଏଏସଆଇ ସହ ମିଶି କାମ କରୁନାହାନ୍ତି। ହାଇକୋର୍ଟରେ ଏଏସଆଇ ରିପୋର୍ଟ ଅନୁଯାୟୀ, ନିର୍ମାଣ କାର୍ଯ୍ୟ

ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଧାରା ୧୨୪-ଏ ତଥା ଦେଶଦ୍ରୋହ ଆଇନର ପୁନର୍ବିଚାର ପର୍ଯ୍ୟନ୍ତ ଏହି ଧାରା ଅନୁଯାୟୀ କୌଣସି ନୂଆ ମାମଲା ରୁଜୁ ନ କରିବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ। ଏ ବାବଦରେ କେନ୍ଦ୍ର ରାଜ୍ୟମାନଙ୍କ ପାଇଁ

ଆଇପିଏଲ୍ ଉଦଯାପନୀ ଉତ୍ସବରେ ଏଆର୍ ରହମାନ, ରଣବୀର ସିଂ ମୁଖ୍ୟ ଆକର୍ଷଣ

ତିନି ବର୍ଷ ପରେ ଆଇପିଏଲର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଖ୍ୟାତ ସଙ୍ଗୀତକାର ଏଆର୍ ରହମାନ୍ ଓ ବଲିଉଡ୍ ଅଭିନେତା ରଣବୀର ସିଂ ଆଇପିଏଲ୍ ଉଦଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ହେବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ

ବୈବାହିକ ବଳାତ୍କାର ଅପରାଧ କି ନୁହେଁ ଏକମତ ହୋଇପାରିଲେନି ହାଇକୋର୍ଟ ଜଜ୍, ସୁପ୍ରିମକୋର୍ଟକୁ ଗଲା ମାମଲା

ପତ୍ନୀଙ୍କ ସହ ଜୋର୍ ଜବରଦସ୍ତି ଶାରୀରିକ ସମ୍ପର୍କ ବା ବୈବାହିକ ବଳାତ୍କାର ଅପରାଧ କି ନୁହେଁ ତାହା ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ହାଇକୋର୍ଟର ବିଚାରପତି ମାନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ସହମତି ପ୍ରକାଶ ପାଇନାହିଁ। ଏହି କାରଣରୁ ବର୍ତ୍ତମାନ ମାମଲା

ମହଙ୍ଗା ପଡ଼ିଲା ଜୁଆଖେଳ,ବିଜେପି ବିଧାୟକଙ୍କୁ ଦୁଇ ବର୍ଷ ଜେଲ୍

ଗୁଜରାଟ ଖେଡା ଜିଲ୍ଲାର ହାଲୋଲ କୋର୍ଟ ମାତର ବିଜେପି ବିଧାୟକ କେଶରୀ ସିଂହ ସୋଲାଙ୍କିଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲ୍ ଦଣ୍ଡ ସହିତ କୋର୍ଟ ବିଧାୟକଙ୍କ ଉପରେ ଚାରି ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ମାତାର ବିଧାୟକ କେଶରୀ ସିଂହ ହାଲୋଲ ସ୍ଥିତ ତାଙ୍କ ଫାର୍ମହାଉସରେ