ସାମାନ୍ୟ ଆଶ୍ୱସ୍ତି ପରେ ପୁଣି କାଲିଠୁ ବଢ଼ିବ ତାପମାତ୍ରା
ଦୁଇ ଦିନ ପରେ ଧରି ତାତିରୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି କାଲିଠୁ ବଢ଼ିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଭିତରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲିସିୟସ ଖସିପାରେ । ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧିର ସମ୍ଭାବନା!-->…
