Odia News Portal

କମେଡି କିଙ୍ଗ ପପୁ ଙ୍କ ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”

ଅପ୍ରେଲ ୧୫ଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ "ଟାଉଟର ପ୍ରୋ"। ପମ୍ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ । କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପୂର୍ବରୁ ପପୁଙ୍କ ଅଭିନୀତ "ହ୍ୟାଲୋ ରାବଣ"କୁ

ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଦିଦି ନମସ୍କାର”ର ଅଡିଓ ଲୋକାର୍ପିତ

ଭୁବନେଶ୍ବର ସ୍ଥିତ ଏକ ତାରକା ହୋଟେଲରେ ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର "ଦିଦି ନମସ୍କାର"ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ଅଜୟ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), କାହାଣୀ ଓ ସଂଳାପକାର ଡ.

ବ୍ଲାକ ସି’ରେ ବୁଡ଼ିଲା ଯୁଦ୍ଧ ତୋପ ‘ମସ୍କଭା’,ରୁଷକୁ ଝଟକା

ୟୁକ୍ରେନ ଯୁଦ୍ଧକୁ ୫୦ ଦିନ ପୂରିଛି । ଇତି ମଧ୍ୟରେ ରୁଷକୁ ଏକ ବଡ଼ ଝଟକା ଲାଗିଛି। ବ୍ଲାକ୍ ସି’ରେ ରୁଷର ଏକ ଯୁଦ୍ଧ ଜାହାଜ ବିସ୍ଫୋରଣ ପରେ ବୁଡି ଯାଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ବିଳମ୍ବିତ ରାତିରେ କହିଛି ଯେ ଏକ ବିସ୍ଫୋରଣ ପରେ ଗାଇଡେଡ୍ ମିସାଇଲ୍ କ୍ରୁଜର ‘ମସ୍କଭା’

ଦକ୍ଷିଣ ଆଫ୍ରିକାରେ ବନ୍ୟା ପ୍ରକୋପ, ୩୦୦ରୁ ଊର୍ଦ୍ଧ୍ବ ମୃତ

ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୟଙ୍କର ବନ୍ୟାରେ ଦକ୍ଷିଣ ଆଫ୍ରିକାର ଡର୍ବାନ ସହର ଏବଂ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ଅତି କମରେ ୩୪୦ ଜଣଙ୍କର ମୃତ୍ୟୁ ହୋଇଛି। ଆଗାମୀ ଦିନରେ ଝଡ଼ ସହିତ ବର୍ଷା ଜାରି ରହିପାରେ ବୋଲି ମଧ୍ୟ

ମାହାଙ୍ଗା ଗଣହତ୍ୟା ମାମଲା,ଡେମୋ ଦେଖାଇଲା ଅଭିଯୁକ୍ତ

ମାହାଙ୍ଗା ଗଣହତ୍ୟା ମାମଲା । ମାହଙ୍ଗା କୁସୁପୁରର କ୍ରାଇମସ୍ପଟରେ ହେଲା କ୍ରାଇମସିନ୍ ରିକ୍ରିଏସନ । ୫ ଜଣଙ୍କୁ କେମିତି କରିଲା ହତ୍ୟା ତା’ର ଡେମୋ ଦେଖାଇଛି ଅଭିଯୁକ୍ତ ଶିବ । ହତ୍ୟାରେ ବ୍ୟବହୃତ ଶାବଳ ଓ ମାରଣାସ୍ତ୍ର ଜବତ ହୋଇଛି । କଳା ରାତିର ସତ କ’ଣ? ସବୁ କଥା ଟିକନିଖ୍ କ୍ରାଇମସ୍ପଟରେ

ନବରଙ୍ଗପୁରରେ ଆଜି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ଆଜି ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ଉପାନ୍ତ ଅଞ୍ଚଳରେ ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଯୋଜନା। ଏହା ଅଧୀନରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଆଜି ଓ ଆସନ୍ତାକାଲି ସ୍ୱତନ୍ତ୍ର

ନୀଳମାଧବ ପୀଠ ପରିଦର୍ଶନ କଲେ ୫ଟି ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ

ଜୁନ୍ ଓ ଜୁଲାଇରେ ଆସିବ କୋଭିଡ ଫୋର୍ଥ ୱେଭ୍: କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ

ବର୍ତ୍ତମାନ ସମଗ୍ର ବିଶ୍ବରେ କିଛି ମାତ୍ରାରେ କୋଭିଡ ମାମଲା କମୁଥିବା ବେଳେ ଚୀନରେ ଏହା ଅଧିକ ବ୍ୟାପିବାରେ ଲାଗିଛି। ଏମିତି କିଛି ଦିନ ପୂର୍ବରୁ କୋଭିଡର ଆଉ ଏକ ନୂତନ ଭାରିଏଣ୍ଟ XE ଭାରିଏଣ୍ଟ ଆସିଛି। ଏହି ଭାରିଏଣ୍ଟ ପ୍ରାୟ ୮ ଟି ଦେଶରେ ଦେଖା ଯାଇଛି। ତେବେ ଏକ କଅଧ୍ୟୟନରୁ ଜଣାପଡିଛି ଯେ

ଏଥର ସ୍ୱାଭାବିକ ରହିବ ମୌସୁମୀ

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ୍ ପିରିୟଡ ଆଭରେଜ୍‌ର ୯୬ ପ୍ରତିଶତ ବର୍ଷା ଆକଳନ କରାଯାଇଛି । ଏଥିରେ ୫ ପ୍ରତିଶତ ଏପଟସେପଟ ହୋଇପାରେ ।

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅଫିସରମାନଙ୍କୁ ତାଲିମ ନେବା ପାଇଁ ନୂଆଦିଲ୍ଲୀ ପଠାଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ ଅଫିସରମାନଙ୍କ ବୈଠକ