Odia News Portal

ଲୋକାର୍ପିତ ହେଲା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ; ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ପୁରୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ କରିଛନ୍ତି। ୧୯ଟି ମେଡିକାଲ ବିଭାଗ ପାଠ୍ୟକ୍ରମରେ ହେବ ପାଠପଢ଼ା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ସଚିବ ଭି.କେ.

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ ଘଟଣା,୨ ଗିରଫ

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ ଘଟଣାରେ ପୋଲିସକୁ ବଡ ସଫଳତା । ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ଗଁଦିଆ ଆରଦା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପାଣ୍ଡେ ଓରଫ୍‌

ଅଭିନେତା ଶିବ କୁମାର ସୁବ୍ରମଣ୍ୟମଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ସୁବ୍ରମଣ୍ୟମଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଶିବ କୁମାରଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା

ରୋପ୍‌ ୱେ ଦୁର୍ଘଟଣା: ୨ ମୃତ, ୨୦୦୦ ଫୁଟ ଉପରେ ଝୁଲିଛନ୍ତି ୫୦ରୁ ଅଧିକ ଯାତ୍ରୀ

ଝାଡଖଣ୍ଡ ଦେବଘରରେ ଅଘଟଣ । ଏଠାରେ ତ୍ରିକୁଟ ପାହାଡ ଶିଖରରେ ଥିବା ରୋପୱେରେ କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଟ୍ରଲିରେ ଫସିରହିଛନ୍ତି । ଏହି ଅଘଟଣ ରବିବାର ଦ୍ୱିପହର ୩ଟାବେଳେ ଘଟିଛି । ୨୦ ଘଣ୍ଟାରୁ

ଆଜି ପାକିସ୍ଥାନ ବାଛିବ ନୂଆ ପ୍ରଧାନମନ୍ତ୍ରୀ

ଦେଶରେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ରେସ୍। ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତାଙ୍କୁ ସମର୍ଥନ କରିଛନ୍ତି ମିଳିତ ବିରୋଧୀ PML-N ଅଧ୍ୟକ୍ଷ। ଶାହବାଜଙ୍କୁ ବିରୋଧୀ ଦଳମାନେ ପିଏମ୍ ପ୍ରାର୍ଥୀ ଭାବେ

ଶ୍ରୀମନ୍ଦିରରେ ରକ୍ତଛିଟା

ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡ଼ିଲା ରକ୍ତଛିଟା। ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଯାଇଛି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନା ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା । କେହି ଜଣେ

ରାଜଧାନୀରେ ଗୋଟିଏ ପରିବାରକୁ ଆକ୍ରମଣ

ରାଜଧାନୀରେ ଗତରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭାର ମାତ୍ର ୫୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ପୋଷ୍ଟ ଅଫିସ୍ ସମ୍ମୁଖରେ ହତ୍ୟାକାଣ୍ଡ ଘଟିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ,

ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଉଦଘାଟନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ୫ଟାରେ କଲେଜ କ୍ୟାମ୍ପସରେ ପହଞ୍ଚିବେ । କଲେଜ କ୍ୟାମ୍ପସ ବୁଲିବା ପରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ଏଥିସହ

ବଦଳିପାରନ୍ତି ପିସିସି ସଭାପତି

ବଦଳିପାରନ୍ତି ପିସିସି ସଭାପତି । ପରବର୍ତ୍ତୀ ସଭାପତି ମନୋନୟନ ଲାଗି AICC ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବ । ପିସିସି ସଭାପତି ପଦରେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନୂତନ ସଭାପତି ନିଯୁକ୍ତି ପାଇଁ ହାଇକମାଣ୍ଡ ସ୍ଥିର କରିଥିବା ସୂଚନା ମିଳିଛି । ନୂତନ ନିଯୁକ୍ତି ନେଇ ଦଳୀୟ ସାଂସଦ, ବିଧାୟକ

ଆଜି ପୁଣି ହାଇକୋର୍ଟ ଆସିବେ ସୁମିତ ଓ ତପସ୍ୱିନୀ

ଆଜି ପୁଣି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ଗତ ୯ ତାରିଖରେ ସୁମିତ-ତପସ୍ୱିନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । କିନ୍ତୁ ଏହା ଅଧାରେ ଅଟକିଥିଲା। ଆଜି ଅପରାହ୍ନ ୪ଟାରେ ପୁଣି ବୁଝାସୁଝା କରାଯିବ। ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ