Odia News Portal

ଟ୍ରକରୁ ୫୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ

ଟ୍ରକରୁ ୫୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ । କୋରାପୁଟ ଜିଲ୍ଲା ସାନକିଚବ ଗାଁରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡିବସିଲା ଲମତାପୁଟ ପୋଲିସ। ଗିରଫ ବ୍ୟକ୍ତି ଉତ୍ତର ପ୍ରଦେଶର ରାକେଶ ବୋଲି ଜଣାପଡ଼ିଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ

ଶ୍ରୀନଗରରେ କଶ୍ମୀର ପଣ୍ଡିତଙ୍କୁ ପୁଣି ଥରେ ଗୁଳି ମାଡ଼

ପୁଣି ଥରେ ଛାତିଥରା ଆକ୍ରମଣ ହୋଇଛି ଜଣେ କଶ୍ମୀର ପଣ୍ଡିତଙ୍କ ଉପରେ। ଜମ୍ମୁ କଶ୍ମୀରର ଶ୍ରୀନଗରର ମଇସୁମା ବ୍ରିଜ୍ ଅଞ୍ଚଳରେ ଆତଙ୍କବାଦୀର ଗୁଳିରେ ସୋମବାର ଦିନ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଯବାନ ଶହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ଜମ୍ମୁ କାଶ୍ମୀରର

ଜୁନ ୧୯ ଓ ୨୬ରେ ହେବ ସମବାୟ ସମିତି ନିର୍ବାଚନ

ଆସନ୍ତା ଜୁନ୍‌ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ଏଥିରୁ ୧୫ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇ ୧୩୨ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ। ସେଥିରୁ ୧୫ଜଣ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ । ପ୍ରାଥମିକ ସମବାୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ପରିବାରର ୪ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଡାକ୍ତରଖାନାରେ ନାତିର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି। ମୁନିଗାଡ଼ି ଗାଁ

ତୈଳଦର ବୃଦ୍ଧି ପ୍ରସଙ୍ଗରେ ଲୋକସଭାରେ ବିରୋଧୀଙ୍କ ହୋହଲ୍ଲା, ପ୍ରଶ୍ନକାଳ ଓ ଶୂନ୍ୟକାଳ ସ୍ଥଗିତ

ତୈଳଦର ବୃଦ୍ଧି ପ୍ରସଙ୍ଗରେ ମଙ୍ଗଳବାର ପୁଣି ଲୋକସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ତରଫରୁ ହଙ୍ଗାମା ଦେଖିବାକୁ ମିଳିଛି । ଆଜି ଲୋକସଭା ବୈଠକ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଦରବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସେ ଦାବି

୧୮ ଭାରତୀୟ, ୪ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କଲେ ସରକାର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଇଟି ନିୟମ ୨୦୨୧ ଅନୁଯାୟୀ ୨୨ ଟି ୟୁଟ୍ୟୁବ ଚ୍ୟାନେଲ, ତିନୋଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ ୱେବସାଇଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ବ୍ଲକ୍ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ମୋଟ ୨୬୦ କୋଟି ଭିୟୁରସିପ ଥିଲା | ଏହି

କରେଣ୍ଟ ଲାଗି ଜଳିଗଲେ ୮ ଯାତ୍ରୀ

ଭାରତ ପାକିସ୍ତାନ ବର୍ଡର ସ୍ଥିତ ଜୈସଲମେର ଜିଲ୍ଲାରେ ସକାଳେ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଏକ ବସ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହି ବସ୍‌ରେ ୮ ଜଣ ଯାତ୍ରୀ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଆଉ ବାକି ୫ ଜଣଙ୍କର ଅବସ୍ଥାର ସଙ୍କଟାପନ୍ନ ରହିଛି। ଏହି

ଜାଲ୍ ସାର୍ଟିଫିକେଟ୍ ନାମଲେଖା:୮ ଛାତ୍ରଛାତ୍ରୀ ଚିହ୍ନଟ

ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ବିଜେବି ଅଟୋନୋମସ୍ କଲେଜରେ ନାମ ଲେଖିବା ୮ ଛାତ୍ରଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି । ତିନି ବର୍ଷର ତଥ୍ୟ ଯାଞ୍ଚ୍ କରିବା ପରେ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇବା ପରେ କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଘଟଣା

ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ

ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏ‌ସିର ୬ଟି ବୁଥରେ ହେବ ପୁନଃ ମତଦାନ। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ଧାମନଗର ସହର ତଥା ବଜାରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ୧୧ପ୍ଲାଟୁନ ଫୋର୍ସ, ୪ଜଣ

ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ

ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତିର୍କୀକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ୍‌ ପୋଲିସ। ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲା କମଳା । ପାରାଦୀପରେ ଡାକ୍ତରାଣୀ ଥିଲେ କମଳା। ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ୫ମ ଥର ପାଇଁ ରମେଶଙ୍କୁ