ରାଜଧାନୀରେ ଏଟିଏମ୍ ମେସିନ୍ ଲୁଟିନେଲେ ଲୁଟେରା
ରାଜଧାନୀରେ ମାତିଲେ ଲୁଟେରା । ଏଟିଏମ୍ ମେସିନ୍ ଲୁଟିନେଲେ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଛି।
ଏଟିଏମ୍ ଭିତରେ ଓ ବାହାରେ ଟେଣ୍ଟ ହାଉସ୍ କପଡା ପଡିଛି ।!-->!-->!-->…
