ଭାଣିଜୀକୁ ଅସଦାଚରଣ କରି ଜେଲ ଗଲେ ମାମୁଁ
ଭାଣିଜୀକୁ ଅସଦାଚରଣ କରିବା ଅଭିଯୋଗରେ ମାମୁଙ୍କୁୁ ଶୁକ୍ରବାର ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାମୁ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନ ଉମାଗଡ ଗ୍ରାମର ଆଶୀଷ କୁମାର କଅଁର(୨୯) । କୋର୍ଟରେ ଆଶିଷଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ!-->…
