Odia News Portal

ବ୍ୟାଙ୍କରେ ଠକେଇ ବାପୁଜୀନଗର PNB ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ଗିରଫ

ଭୁବନେଶ୍ୱର ବାପୁଜୀନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ । ବିରେନ୍ଦ୍ରଙ୍କ ସହ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଦୁଇ ସହଯୋଗୀ ହେଉଛନ୍ତି ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା । ତିନି ଜଣଙ୍କୁ

ରାଜନୀତିରେ ପାଦ ଥାପିଲେ ପୋଲିସ ଅଫିସର

ରାୟଗଡା :ଜନସାଧାରଣଙ୍କ ସେବା କରିବା ପାଇଁ ରାଜନୀତିରେ ପାଦ ଥାପିଲେ ପୋଲିସ୍ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାମନଗୁଡ଼ା ବ୍ଲକ ଅଧିନସ୍ଥ ଉକୁମ୍ବା ପଞ୍ଚାୟତରେ। ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ୍ ନାରାୟଣ ଗୁଡା ଗ୍ରାମରେ ରବି ଶଙ୍କର ଗମାଙ୍ଗଙ୍କ ଜନ୍ମ । ୨୦୦୬ ମସିହାରେ ସେ ଉତ୍କଳ

ରାଜ୍ୟରେ ପ୍ରକାଶ ପାଇଲା ପାର୍ଥୀ ତାଲିକା

ରାଜ୍ୟରେ ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା । ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନରେ ୩ ହଜାର ୪୧୮ ଜଣ ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଚିହ୍ନ ଧରି ପ୍ରଚାରକୁ ଓହ୍ଲାଇଲେ ପ୍ରାର୍ଥୀ । ରାତାରାତି ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର । ଏମିତିକି

ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ

ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ। ନୂଆଦିଲ୍ଲୀର ଜାତୀୟ ରାଜପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀ ଆକାଶରେ ଦେଖିବାକୁ ମିଳିବ ଲଢୁଆ ବିମାନ ସୁଖୋଇ, ଜାଗୁୱାର ଓ ରାଫେଲକୁ। ୭୫ଟି ଏୟାରକ୍ରାଫ୍ଟ ପରେଡରେ ଭାଗନେବେ। ବିଭିନ୍ନ ସ୍ଥାନରେ ୧୦ଟି

ନିର୍ବାଚନ ପୂର୍ବରୁ ପାର୍ଥୀ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ନିଖୋଜ। ବିଜେପି ପ୍ରାର୍ଥୀ ରୀନା କବାସୀଙ୍କୁ ଖୋଜୁଛି ଦଳ।କାଲିମେଳା ଥାନାରେ ଅଭିଯୋଗ କଲା ବିଜେପି । ହାତରେ ମାତ୍ର କିଛି ଘଣ୍ଟାର ସମୟ। ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ ହେବାକୁ ଥିବା

କୋଟିଆରେ ହେବ ନିର୍ବାଚନ

କୋଟିଆର ପଟାଙ୍ଗୀ ଜୋନ୍ ଓ୍ୱାନ୍ରେ ହେବ ନିର୍ବାଚନ । ଜିଲ୍ଲା ପରିଷଦ ନିର୍ବାଚନରେ ସର୍ଵଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ନିର୍ଦ୍ୱନ୍ଦ ଜିତେଇବା ଆଶା ଫେଲ ମାରିଲା । ସର୍ଵଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଟିକାଇ ଗେମେଲ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । ସର୍ଵଦଳୀୟ କମିଟି

ପୁରୀରେ ପୁଣି ଲଜ୍ୟା ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ପଡୋଶୀ ଘରର ଜଣେ ଯୁବକ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଶିଶୁକନ୍ୟାର ପରିବାର ଲୋକ। ଥାନାରେ ଅଭିଯୋଗ ପରେ ବଳିଆପଣ୍ଡା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲା ପୋକ୍ସୋ କୋର୍ଟ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ। ୨୨ ଜଣଙ୍କ ସାଖୀ ପ୍ରମାଣ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ୨୦୧୯ରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରିର ମୁନା ବାଡତ୍ୟା

ଋଷ ୟୁକ୍ରେନ ବିବାଦ ୟୁକ୍ରେନ କୁ ସପୋର୍ଟ କରିବ ଆମେରିକା

ଘନେଇଲା ୟୁକ୍ରେନ ବିବାଦ । ଋଷର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଲା ନାଟୋ । ସେପଟେ ୟୁକ୍ରେନ ଛାଡି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିଶ୍ଚିତ ସୂଚନା କ୍ରମେ ଆମେରିକା ଏହି ନିଷ୍ପତ୍ତି

ଓଡିଶାରେ ୨୨ ଜଣଙ୍କୁ ମିଳିବ ସାହାସିକତା ପଦକ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାହସିକତା ପୋଲିସ ପଦକ ଘୋଷଣା କରାଯାଇଛି । ଓଡିଶାରୁ ୨୨ଜଣଙ୍କୁ ମିଳିବ ଏହି ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ସାହସିକତା ପାଇଁ ୯ ପୋଲିସ ଅଧିକାରୀ ଏବଂ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି ।