Odia News Portal

ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ

ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ। ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ଟି ବୁଥ୍‌ରେ ଭୋଟଗ୍ରହଣ ହେବ। ଗୋଟିଏ ସ୍କୁଲରେ ୨ଟି ବୁଥ୍‌ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଗତକାଲି ଭଦ୍ରକ ପୌର ପରିଷଦ ନିର୍ବାଚନ

ବାଇଡେନଙ୍କ ଚେତାବନୀ: ୟୁକ୍ରେନ ଉପରେ ରାସାୟନିକ ଅସ୍ତ୍ର ବ୍ୟବହାର କଲେ ରୁଷକୁ ଉଚିତ ଜବାବ ଦେବ ନାଟୋ

ରୁଷ-ୟୁକ୍ରେନ୍ ଯୁଦ୍ଧ ନେଇ ବ୍ରସେଲ୍ସରେ ନାଟୋର ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷକୁ କଡ଼ା ଚେତାବନୀ ଦେଇଛନ୍ତି । ବିଡେନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯଦି ରୁଷ ୟୁକ୍ରେନ ଉପରେ ରାସାୟନିକ ଅସ୍ତ୍ର ବ୍ୟବହାର କରେ ତେବେ ନାଟୋ ଏହାର

ଆଜିଠାରୁ ବିଧାନସଭାରେ ବଜେଟ ଅଧିବେଶନ

ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୬ଟି କାର୍ଯ୍ୟଦିବସ ରହିଛି। ମାର୍ଚ୍ଚ ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍

ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ

ଆସନ୍ତା ୨୬ ତାରିଖ ଶନିବାର ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଚାଲିବ । ପରେ ସେହିଦିନ ଭୋଟ ଗଣତି ଆରମ୍ଭ ହେବ । କେବଳ ସେତିକି ନୁହେଁ, ଏଥର ଭୋଟ୍‌ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ ସମସ୍ତ

ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଆଜି ସକାଳେ ୫ଟି ସଚିବ ପୁରୀରେ ପହଞ୍ଚିବା ପରେ ମରିଚିକୋଟ ଛକ ଠାରୁ ବ୍ୟାଟେରୀ ଚାଳିତ ଗାଡି ଯୋଗେ ଶ୍ରୀମନ୍ଦିର ଯାଇଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ଅବସରରେ ୫-T ସଚିବଙ୍କ

ଚଳିତ ବର୍ଷ ବଢ଼ିବ ନାହିଁ ବିଦ୍ୟୁତ୍‌ ଦର

ଆଜି ଓଇଆରସି ସଚିବ ଏକ ସାମ୍ବାଦିକ ସମ୍ମିଳନୀ କରି ବିଦ୍ୟୁତ୍‌ ଦର ସମ୍ପର୍କିତ ସୂଚନା ଦେଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁଳି ଦର ଅପରିବର୍ତ୍ତିତ ରହିବ। ଅର୍ଥାତ୍‌ ଚଳିତ ବର୍ଷ ବିଦ୍ୟୁତ୍‌ ଦର ବଢ଼ିବ ନାହିଁ ବୋଲି ଓଇଆରସି ସଚିବ ସୂଚନା ଦେଇଛନ୍ତି। ଓପିଟିସିଏଲ ଟ୍ରାନ୍ସମିସନ୍‌ ଚାର୍ଜ

ୟୁକ୍ରେନକୁ ସହାୟତାର ହାତ ବଢାଇଲା ବ୍ରିଟେନ

ଏକ ମାସ ହେବା ଲାଗିରହିଛି ଋଷ ଓ ୟୁକ୍ରେନ ଯୁଦ୍ଧ। ପୁଟିନ ହଟୁନାହାନ୍ତି କି ଜେଲେନସ୍କି ମଧ୍ୟ ଟଳୁ ନାହାନ୍ତି। ୟୁକ୍ରେନ ନିଜର ଅନେକ ସହର ହରାଇଥିବା ବେଳେ ୟୁକ୍ରେନକୁ ବର୍ତ୍ତମାନ ସହାୟତାର ହାତ ବଢ଼ାଇଛି ବ୍ରିଟେନ। ପ୍ରାୟ ୬ ହଜାର କ୍ଷେପଣାସ୍ତ୍ର ଏବଂ ଆର୍ଥିକ ସହାୟତା ପଠାଇବେ ବ୍ରିଟିଶ

ବିରୋଧୀଙ୍କ ଚାପରେ ଇସ୍ତଫା ଦେବେନି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ପାକିସ୍ତାନରେ ଘନଉଛି ରାଜନୈତିକ ସଙ୍କଟ। ବିରୋଧୀଙ୍କ ଚାପରେ ଇସ୍ତଫା ଦେବେନି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତାରେ ଏନେଇ ସ୍ପଷ୍ଟ କରିଛନ୍ତି। ବିରୋଧୀଙ୍କୁ ଡକାୟତଙ୍କ ଦଳ କହିବା ସହ ଗତ ୩୦ବର୍ଷ ଧରି ଦେଶକୁ ଲୁଟିଛନ୍ତି ବୋଲି କହିଛନ୍ତି। ଆସନ୍ତାକାଲି

ମାନସ ସ୍ବାଇଁ ହତ୍ୟା ଘଟଣା : ଚାନ୍ଦବାଲି ଥାନାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଚାନ୍ଦବାଲି ଥାନରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ

ରାଜନୈତିକ ହିଂସା : ବୁଥରେ ଉତ୍ତେଜନା, ଆକ୍ରମଣରେ ଏଜେଣ୍ଟ ଆହତ

ପିପିଲି ପୌର ନିର୍ବାଚନରେ ରାଜନୈତିକ ହିଂସା।। ପିପିଲି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ବେଳେ ବୁଥରେ ଏଜେଣ୍ଟଙ୍କୁ ଆକ୍ରମଣ। ଏଥିରେ ଏଜେଣ୍ଟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଏଜେଣ୍ଟଙ୍କୁ ଆକ୍ରମଣ