Odia News Portal

ଏ ବର୍ଷ ଜମୁଛି ଶିଶିର ସରସ ମେଳା

ପୁଣି ଲୋକଙ୍କ ନିକଟକୁ ଫେରିଛି ଶିଶିର ସରସ ମେଳା । ଗତ ୨ ବର୍ଷ ଧରି ବନ୍ଦ ରହିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଲୋକମାନେ ଉପଭୋଗ କରୁଛନ୍ତି । ଏଥର ଏହା ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି। ଚଳିତ ମାସ ଏହି ମେଳା ୨୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ

ରାଜ୍ୟରେ ୪୦୦ ଟପିଲା କୋଭିଡ ସଂକ୍ରମଣ

ରାଜ୍ୟରେ ପୁଣି ଉପରମୁହାଁ କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧାରୁ ୧୭୭ ଓ କଟକରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜିଲ୍ଲାରୁ ୨୨୨ ସଂକ୍ରମିତ ରହିଛନ୍ତି । ଯାହାକି ରାଜ୍ୟର ମୋଟ ଆକ୍ରାନ୍ତଙ୍କର ୫୨.୩୫ ପ୍ରତିଶତ ।

କେମିକାଲ ବିସ୍ପରଣ ରେ ଜଣେ ଗୁରୁତର ଆହାତ

ପୁରୀ : କୃଷ୍ଣପ୍ରସାଦ ଗାଁ ରେ ବଡ ଧରଣର ଅଘଟଣ । ହଠାତ୍ ଡଙ୍ଗା ତିଆରି ଗୋଦାମରେ ଥିବା କେମିକାଲ ଦ୍ୱାରା ବିଷ୍ପୋରଣ ଘଟିଛି । ଏହି ବିଷ୍ପୋରଣ ରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ଅରଖକୁଦା ଗାଁ ର ଉମେସ ବେହେରା । ତେବେ ଏହି ବିଷ୍ପୋରଣ କେଉଁ କାରଣରୁ ହେଲା ତାର

ସମ୍ମାନୀତ ହେବେ ସାଂସଦ

ନିଜ କାର୍ଯ୍ୟଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିବ ଆଉ ଏକ ସମ୍ମାନ । ଶ୍ରୀ ଶ୍ରୀ ସରସ୍ବତୀ ଦେବୀ ଜୀବନ-ଜ୍ଞାନ-ଗୌରବ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି ଅପରାଜିତା । ତାଙ୍କୁ honorary D.LITT ଉପାଧି ରେ ସମ୍ମାନିତ କରାଯିବ । ଖୁବ୍

କାଲିଠୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ

କାଲିଠୁ ଖୋଲିବନି ପ୍ରାଥମିକ ସ୍କୁଲ୍ । କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ନିଷ୍ପତ୍ତି ର ପରିବର୍ତ୍ତନ । କାଲିଠୁ ଖୋଲିବନି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ୨ ଦିନ ଧରି

୧୦ ଦିନ ବନ୍ଦ ରହିବ ଭିତରକନିକା

ଆଜିଠାରୁ ୧୦ ଦିନ ବନ୍ଦ ଭିତରକନିକା । ଚାଲିବ କୁମ୍ଭୀର ଗଣନା । କୁମ୍ଭୀର ମାନଙ୍କର ଗଣନା ଭିତରକନିକାର ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ।

ରାଜ୍ୟକୁ ଫେରିବ ଶୀତ

ଦିନକ ପରେ ରାଜ୍ୟକୁ ଫେରିବ ଶୀତ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩ ତାରିଖରେ ଶୀତଲହରୀ ପାଇଁ ୫ଟି ଜିଲ୍ଲା ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। । ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ

ଜଗନ୍ନାଥଙ୍କ ପାଖରେ ରାଜ୍ୟ ପାଇଁ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ

ନୂଆ ବର୍ଷରେ ଜଗନ୍ନାଥଙ୍କଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଯାଇ ନ ପାରି ଘରୁ ଆଶୀର୍ବାଦ ମାଗିଛନ୍ତି। କାଳିଆ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି, ନୂଆବର୍ଷ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ । ନବୀନ ଜଗନ୍ନାଥଙ୍କ ବଡ଼ ଭକ୍ତ। ତେଣୁ ପ୍ରତିବର୍ଷ ନୂଆବର୍ଷ ଦିନ

ନବ ବର୍ଷରେ ପୁରୀ ଗସ୍ତ କଲେ ପାଣ୍ଡିଆନ

ନୂଆ ବର୍ଷରେ ପୁରୀ ଗସ୍ତ କରି କାମ ତଦାରଖ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ଶ୍ରୀମନ୍ଦିର ଚାରିପାଖ କାମ ପରିଦର୍ଶନ କରିଛନ୍ତି । ୭୫ମିଟର ସୁରକ୍ଷା କରିଡର ନିର୍ମାଣ କାର୍ୟ୍ୟ ତଦାରଖ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । କଟକଣା ଯୋଗୁଁ ମନ୍ଦିର ଭିତରକୁ ନଯାଇ ବାହାରେ

୫ ଦିନ ହେବ ମାଆ ପୁଅଙ୍କୁ ଗୃହ ବନ୍ଦୀ

ଭୁବନେଶ୍ୱର: ଦୁଇ ମହଲା ଘରେ ମାଆ ପୁଅ ଅଛନ୍ତି ବନ୍ଦି ଅବସ୍ଥାରେ ।ସି ଆର ପି ଛକ ସ୍ଥିତ ପ୍ରିୟଦର୍ଶନୀ ମାର୍କେଟ ପଚ ପଟେ ଏକ ଘରେ ବନ୍ଦୀ । ମାଆ ପୁଅଙ୍କୁ ୫ ଦିନ ହେବ ବାହାରୁ କେହି ତାଲା ପକେଇ ଦେଇଛି । ନିଜ ଘରେ ସେମାନଙ୍କୁ ବନ୍ଦୀ କରାଯାଇଛି । ଜାଗା ବାଡିକୁ ନେଇ ଏଭଳି ପରିସ୍ଥିତି ହୋଇଛି