Odia News Portal

ଅସୁସ୍ଥ ଭତ୍ତୃହରି ମହତାବ,ଆଶୁ ଆରେଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ

ବିଜେଡିର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଅସୁସ୍ଥ । ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ପୁଅଙ୍କ ସହ ଫୋନ୍ ଯୋଗେ କଥା ହୋଇ ତାଙ୍କ

ସୁମିତ-ତପସ୍ୱିନୀ ବିବାଦ, ଲାଗିଲା ୧୪୪ ଧାରା

ବ୍ରହ୍ମପୁର: ବ୍ରହ୍ମପୁର ର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମଙ୍ଗଳବାର ଡାକ୍ତର ସୁମିତ୍ ଙ୍କ ଘର ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହୋଇଛି। ଏ ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ଗହଳି ଏଡାଇବା

ରାଜ୍ୟରେ ୧୪୬ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୬ ଓ ସ୍ଥାନୀୟ ଅଂଚଳରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୫ ଜଣ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨

ଓଡିଶାରେ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ସ୍ଥିତ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କାତାରରୁ ଓଡିଶା ଫେରିଥିଲେ ।

କ୍ରେଧ ଓ ଚିଡିଚିଡା ପଣ ବଢାଇଥାଏ ଏହି ସବୁ ଖାଦ୍ୟ

କ୍ରୋଧ ହେବାର ଅନେକ କାରଣ ଥାଇପାରେ। ଆର୍ଥିକ ପ୍ରତିବନ୍ଧକ, କାରବାରରେ ଠକେଇ, ପାରିବାରିକ ବିବାଦ, ଜମି ବିବାଦ, ଅଫିସରେ କାର୍ୟ୍ୟ ଚାପ, ଟେନସନ ଭଳି ଅନେକ କାରଣ ଅଛି। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଖାଦ୍ୟ ମଧ୍ୟ କ୍ରୋଧର କାରଣ ହୋଇପାରେ । ତଥାପି, ଆଜି ଆମେ କିଛି ଖାଦ୍ୟ ବିଷୟରେ ସୂଚନା

ଆସୁଛି ସୁପରହିଟ୍ ଫିଲ୍ମି ‘ବଜରଙ୍ଗୀ ଭାଇଜାନ୍’ ର ସ୍ୱିକେଲ

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଫ୍ୟାନ୍ ଙ୍କ ପାଇଁ ଖୁସି ଖବର। ଆସୁଛି ସୁପରହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ର ସିକ୍ୱେଲ। ସୁପରଷ୍ଟାର ସଲମାନ୍ ଖାନ୍ ନିଜେ ଏ ନେଇ ଘୋଷଣା କରିଛନ୍ତି। ସଲମାନ୍ ସ୍ପଷ୍ଟ କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ବଜରଙ୍ଗୀ ଭାଇଜାନ୍ର ଦ୍ୱିତୀୟ ପାର୍ଟ ନେଇ ଆସୁଛନ୍ତି।

ପାନାମା ପେପର୍ସ ଲିକ୍ ମାମଲାରେ ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା ରାୟ

ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ । ପାନାମା ପେପର୍ସ ଲିକ୍ ମାମଲାରେ ସମନ କରିଛି ଇଡି । ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ୟ୍ୟାଙ୍କୁ ଦୁଇ ଥର ଡାକିଥିଲା ଇଡି । ଦୁଇଥର ନୋଟିସକୁ ସ୍ଥଗିତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ନିବେଦନ କରିଥିଲେ ଐଶ୍ୱର୍ୟ୍ୟା ।

ଲକ୍ଷ ଲକ୍ଷ ଟଙ୍କାର ଗୁଟଖା ଜଳି ପୋଡି ପାଉଁଶ

ସମ୍ବଲପୁରରେ ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଇଁଠାପାଲି ମାଝିପାଲି ଠାରେ ଥିବା ଗୁଟଖା କାରଖାନାରେ ସକାଳ ୧୧ଟା ବେଳକୁ ହଠାତ ନିଆଁ ଲାଗି ଯାଇଥିଲା। ଏଥିରେ ୨୩ରୁ ଅଧିକ ଆହତ ହୋଇଛନ୍ତି। ପ୍ରଚଣ୍ଡ ନିଆଁ ହଠାତ ଚାରିଆଡକୁ ମାଡ଼ି ଯାଇଥିଲା। ଲକ୍ଷଲକ୍ଷ ପ୍ୟାକେଟ ଗୁଟଖା ଜଳିଯାଇଥିଲା।

ବିଜେଡିରେ ଯୋଗ ଦେଇଛନ୍ତି ବିଜେପି ସଭାପତି କରମ ଚାନ୍ଦ ମହାନ୍ତି

ବିଜେଡିରେ ସାମିଲ ହୋଇଛନ୍ତି ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି । ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି କରମଚାନ୍ଦ

ମାଲକାନଗିରିରେ ୫ ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ପ୍ରତିବାଦ ଜାରି

ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ପ୍ରତିବାଦ । ଜିଲ୍ଲାର ଶତାଧିକ ସାମ୍ବାଦିକ ମାଲକାନଗିରି ଥାନା ସମ୍ମୁଖରେ ବସି ପୋଲିସର ବର୍ବରତାକୁ ବିରୋଧ କରିବା ସହ ସାମ୍ବାଦିକଙ୍କ କାଉଂଟର ଏଫଆଇଆର ରୁଜୁ କରିବା ଲାଗି ଦାବି କରିଛନ୍ତି ସାମ୍ବାଦିକ । ଗତ ଗୁରୁବାର ରାତିରେ ସାମ୍ବାଦିକ ମାନେ