Odia News Portal

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସେକ୍ସନ ଅଫିସର

ଭଦ୍ରକ ଜିଲ୍ଲା ସାଂଳପୁର ସ୍ଥିତ ଆଇଜିଏମ କଲେଜର ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝା ରେ ପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ପ୍ରଭାତ କୁମାର ନାୟକ ମାଡିବସିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ ଆଇ ଜି ଏମ କଲେଜର ପୂର୍ବତନ…

ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ। ହତ୍ୟା ପରେ ଚଣ୍ଡିଖୋଲକୁ ଏକ କାର୍‌ରେ ଯାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଗତ ଫେବ୍ରୁଆରୀ ୯ରେ ରାତି ୧୨ଟା ୮ ମିନିଟରେ ଟାଙ୍ଗୀ ଟୋଲ ଗେଟ ଦେଇ…

୭୪ବର୍ଷରେ ପାଦ ଥାପିଲା ଭୁବନେଶ୍ୱର

ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ୩ ଦିନ ଧରି ପ୍ରତିଷ୍ଠା ଦବିସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସୂଚନା ଓ ଲୋକ ସମ୍ପର୍କ ବିଭାଗ , ଜିଲ୍ଲା ପ୍ରଶାସନ ଏବଂ ବିଏମସି ପକ୍ଷରୁ ମିଳିତ ଭାବରେ ପାଳନ କରାଯାଉଛି । ମୁଖ୍ୟ ଅତିଥିଭାବରେ ଯୋଗଦେଇଛନ୍ତି…

ଗରମ ତେଲ ଢାଳି ଜଣଙ୍କୁ ହତ୍ୟା

ବୀଭତ୍ସ ହତ୍ୟା। ଗରମ ତେଲ ଢାଳି ଜଣଙ୍କୁ ହତ୍ୟା । ନୟାଗଡ ଜିଲ୍ଲା ଶରଣକୂଳ ଥାନା ଚଢେଇୟାପଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣାରେ ଶରଣକୂଳ ପୋଲିସ ୨ଜଣଙ୍କୁ ଗିରଫ କରିଛି । ମୃତକ ସେହି ଗାଁର ମଣିଆ ପ୍ରଧାନ । ବାକି ଟଙ୍କା ମାଗିବାରୁ ମଣିଆଙ୍କୁ ହତ୍ୟା କରିଛନ୍ତି ଶ୍ରୀମତି ପାଳ ଓ ତାଙ୍କ…

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ଚୈତ୍ର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଦେବ ଦେବ ମହାଦେବ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ବାହୁଡ଼ା ଯାତ୍ରା । ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ରଥ ଆଜି ବାହୁଡ଼ିବ । ମହାମାରୀ ଯୋଗୁ ରୁକୁଣା ରଥ ଯାତ୍ରା ଦୁଇ ବର୍ଷ ଧରି ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ଚଳିତବର୍ଷ…

ଏପ୍ରିଲ ୧୪ ଓ ୧୫ରେ ବନ୍ଦ ରହିବ ‘ଏମ୍‌ସ’ର ଓପିଡି ସେବା

ଆସନ୍ତା ୧୪ ଓ ୧୫ ତାରିଖ ଭୁବନେଶ୍ୱର ଏମ୍‌ସର ବର୍ହିବିଭାଗ (ଓପିଡି) ବନ୍ଦ ରହିବ । ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ଅବସରରେ ଏହ ୨ ଦିନ ଓପିଡି ସେବା ବନ୍ଦ ରହିବ । ଏମ୍‌ସ କର୍ତ୍ତୃପକ୍ଷ ତରଫରୁ ଏନେଇ ନୋଟିସ୍ ଜାରି କରାଯାଇଛି । ସୂଚନା ଅନୁଯାୟୀ, ୧୪ ତାରିଖରେ ମହାବୀର ଜୟନ୍ତୀ ପାଳନ…

ଶ୍ରୀଲଙ୍କାରେ ବଢ଼ିବାରେ ଲାଗିଛି ଅର୍ଥନୈତିକ ସଙ୍କଟ: ସାହାଯ୍ୟର ହାତ ବଢ଼ାଇଲା ଭାରତ

ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା । ବିଦେଶରୁ ଆଣିଥିବା ରୁଣ ସୁଝି ପାରିବ ନାହିଁ ବୋଲି କହିଛି ଶ୍ରୀଲଙ୍କା ଅର୍ଥମନ୍ତ୍ରାଳୟ । ବିଦେଶରୁ ୫୧ ବିଲିୟନ ଡଲାର ରୁଣ ଆଣିଛି ଶ୍ରୀଲଙ୍କା । ଏଭଳି ସ୍ଥିତିରେ ଇଣ୍ଟର ନ୍ୟାସନାଲ ମନିଟେରୀ ଫଣ୍ଡରୁ ବେଲ ଆଉଟ ପ୍ୟାକେଜ ମିଳିବାର ସମ୍ଭାବନା ରହିଛି ।…

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା : କେମିତି ସାନଭାଇ ରଚିଥିଲା ମର୍ଡର ପ୍ଲଟ୍‌

ସମ୍ପତ୍ତି ପାଇଁ ଫିକା ପଡ଼ିଲା ରକ୍ତ ସମ୍ପର୍କ । ସୈତାନ ସାଜିଲା ସାନ ଭାଇ । ବଡ଼ଭାଇର ପୂରା ପରିବାରକୁ ନିପାତ କରିଦେଲା । ମାହାଙ୍ଗା କୁସୁମପୁର ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ । ବଡ଼ ଭାଇ ଘରେ ଶୋଇଥିବା ବେଳେ କଟୁରୀରେ ୫ ଜଣଙ୍କୁ ହାଣି ରକ୍ତର ହୋଲି ଖେଳିଛି ସାନ ଭାଇ ।…

ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ

କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ । ଜନଜାତି ଉତ୍ପୀଡନ ସଂପର୍କିତ ବିଭିନ୍ନ ମାମଲାରେ ବାରମ୍ବାର ସମନ ସତ୍ତ୍ବେ ହାଜର ହେଉ ନ ଥିବାରୁ ଗିରଫ ପରଓ୍ୱାନା ଜାରି କରିଛନ୍ତି ଜାତୀୟ ଜନଜାତି କମିଶନ । ଜିଲ୍ଲାପାଳ ଠାକରେଙ୍କୁ ଗିରଫ କରି ତୁରନ୍ତ କମିଶନଙ୍କ ନିକଟରେ…

ଏପ୍ରିଲ ୧୮ରୁ ଲୋକସେବା ଭବନ ପ୍ରବେଶ ଅନୁମତି

ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ ପାଇଁ ସାଧାରଣ ଲୋକଙ୍କୁ ମିଳିବ ପ୍ରବେଶ ଅନୁମତି । ଆକ୍ରିଡେଟେଡ୍ ପାସଧାରୀ ସାମ୍ବାଦିକଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ । କୋଭିଡ୍ ଯୋଗୁଁ ପ୍ରାୟ ୨ବର୍ଷ ଧରି ପ୍ରବେଶ ନେଇ ଥିଲା କଟକଣା ।