Odia News Portal

ଧିରେ ଧିରେ ଖୋଲୁଛି ଡାକ୍ତର ଙ୍କ ଗୁମର

ନିଜକୁ ଡାକ୍ତର ର ପରିଚୟ ଦେଇ ୧୭ ଯୁବତୀଙ୍କୁ ବାହା ହୋଇଥିବା ନକଲି ଡାକ୍ତର ମାଟ୍ରିକ ପାସ୍ କରିନାହାଁନ୍ତି । ତାଙ୍କ ସମ୍ପର୍କୀୟମାନେ ଏଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ସମ୍ପର୍କରେ ପୋଲିସ ଯାଞ୍ଚ କରିବ ବୋଲି ଡିସିପି କହିଛନ୍ତି । କଟକ ଓ ବଡମ୍ବାରେ ଏହି ନକଲି ଡାକ୍ତରଙ୍କର ଦୁଇଟି

ଧିରେ ଧିରେ ଖୋଲୁଛି ଡାକ୍ତର ଙ୍କ ଗୁମର

ନିଜକୁ ଡାକ୍ତର ର ପରିଚୟ ଦେଇ ୧୭ ଯୁବତୀଙ୍କୁ ବାହା ହୋଇଥିବା ନକଲି ଡାକ୍ତର ମାଟ୍ରିକ ପାସ୍ କରିନାହାଁନ୍ତି । ତାଙ୍କ ସମ୍ପର୍କୀୟମାନେ ଏଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ସମ୍ପର୍କରେ ପୋଲିସ ଯାଞ୍ଚ କରିବ ବୋଲି ଡିସିପି କହିଛନ୍ତି । କଟକ ଓ ବଡମ୍ବାରେ ଏହି ନକଲି ଡାକ୍ତରଙ୍କର ଦୁଇଟି

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୯ ତାରିଖରେ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଥିବା ବେଳେ ଏବେ ପୁଣି ଥରେ ତାଙ୍କ ରହଣୀସ୍ଥଳକୁ ନେଇ ସାମାନ୍ୟ ପରିବର୍ତ୍ତନ ହୋଇଛି । ୧୯ ତାରିଖରେ ରାଜଭବନ ପରିବର୍ତ୍ତେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ପୂର୍ବରୁ ରାଜଭବନରେ ରହିବା ନେଇ

ପୁଅ ପାଇଁ ପ୍ରଚାର କଲେ ମୁଲାୟମ

ସମାଜବାଦୀ ପାର୍ଟିର ନିର୍ମାତା ମୁଲାୟମ ସିଂ ଯାଦବ ଦୀର୍ଘ ସମୟ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଦିନ ସେ ମେନରୀର କରହଲ ଠାରେ ସପାର କର୍ମକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ମୁଲାୟମ ସିଂ ଯାଦବ ପୁଅ ତଥା ଦଳର ସଭାପତି ଅଖିଳେଶ ଯାଦବଙ୍କ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ

ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ। ଭୋଟ ହାର ରହିଛି ୭୭.୨% । ବୌଦ୍ଧରେ ସର୍ବାଧିକ ୮୪.୭% ମତଦାନ ରେକର୍ଡ କରାଯାଇଛି। ଗଞ୍ଜାମରେ ସର୍ବନିମ୍ନ ୬୪.୯୬% ମତଦାନ ହୋଇଛି। ଦେବଗଡ଼ରେ ୮୩.୭୫%, ଅନୁଗୁଳରେ ୮୨.୬% ଓ ଝାରସୁଗୁଡ଼ାରେ ୮୨.୧ପ୍ରତିଶତ ମତଦାନ ହୋଇଛି। ଖୋର୍ଦ୍ଧାରେ

ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ

ଭୁବନେଶ୍ୱର ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ । ଓଭରବ୍ରିଜ୍ ଉପରେ ଯୁବକ ଜଣଙ୍କ ଯାଉଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଏ ସେହି ଯୁବକ । ତାଙ୍କର ପରିଚୟ

ଗିରଫ ହେଲେ କୋଟିପତି ଡାକ୍ତର

ଭିଜିଲାନ୍ସ ଇତିହାସରେ ରେକର୍ଡ । ଡାକ୍ତରଙ୍କ ସମ୍ପତ୍ତି ଦେଖି ଜଳକା ହେଇଗଲେ ଭିଜିଲାନ୍ସ ଅଧିକାରୀ । ଗିରଫ ହୋଇଛନ୍ତି କାକଟପୁର ଚାରିଛକରେ କାର୍ୟ୍ୟରତ ଡାକ୍ତର ସୁକାନ୍ତ ଜେନା । ସାରା ରାତି ଡାକ୍ତରଙ୍କ ଘରେ ଚାଲିଥିଲା ଟଙ୍କା ଗଣା । ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଖୋଲିଛି ଡାକ୍ତର

ନିର୍ବାଚନ ଖବର ସଂଗ୍ରହ ବେଳେ ୪ ସାମ୍ବାଦିକଙ୍କୁ ଆକ୍ରମଣ

କଣାସ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବାବେଳେ ବଡ଼ାଲ ପଞ୍ଚାୟତ ୫,୭ ଓ ୮ ନଂ ବୁଥ୍କୁ ରିଗିଂ କରିବାକୁ ଉଦ୍ୟମ କରୁଥିବାବେଳେ ଉଭୟ ପକ୍ଷ ମୁହାଁ ମୁହିଁ ହୋଇଥିଲେ । ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ

ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଗତକାଲି ସନ୍ଧ୍ୟାରୁ ସରିଛି ପ୍ରଚାର । ରାଜ୍ୟର ୧୮୬ଟି ଜିଲ୍ଲା ପରିଷଦ ଜୋନ ଓ ୧୫୧୪ ପଞ୍ଚାୟତରେ ଭୋଟଗ୍ରହଣ ହେବ । ୨୦ ହଜାର ୪୩୬ଟି ଓ୍ବାର୍ଡମେମ୍ବର ଆସନ ପାଇଁ ହେବ ଜନମତ । ଏଥିପାଇଁ ପ୍ରସ୍ତୁତ ହୋଇଛି ବୁଥ୍ । ଆଜି

ପାଟକୁରାରେ ନିର୍ବାଚନୀ ହିଂସା ଭୋଟରକୁ ହତ୍ୟା ଧମକ

କେନ୍ଦ୍ରାପଡ଼ା: ପାଟକୁରାରେ ପୁଣି ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀନୀଙ୍କ ଦିଅରଙ୍କ ନାଁ’ରେ ହତ୍ୟା ଧମକର ସଙ୍ଗୀନ ଅଭିଯୋଗ । ହତ୍ୟା ଧମକର ଅଭିଯୋଗ ହେବା ପରେ ପାଟକୁରା ଥାନାରେ ଏତଲା । ଆରମ୍ଭ ହୋଇଗଲାଣି ପଞ୍ଚାୟତ ନିର୍ବାଚନ, ଲାଗଛି ଆଚରଣ ବିଧି । ଆଚରଣ ବିଧିକୁ ଅବମାନନା କରି