Odia News Portal

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର

କନ୍ଧମାଳ : ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି। ବୈରାଗୀ ଚରଣ ବେହେରାଙ୍କ କେ.ନୂଆଗାଁ ସ୍ଥିତ କାର୍ୟ୍ୟାଳୟ,

ନନ୍ଦନକାନନ ରେ ଥିବା ବାଘୁଣୀର ଛୁଆ ଗୁରୁତର

ରକି ଗୁରୁତର। ନନ୍ଦନକାନନରେ ଥିବା ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର। OUAT ବିଶେଷଜ୍ଞ ଡାକ୍ତର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଛି। ଗତ ୪ ଦିନ ହେଲା ରକିକୁ ତରଳ ଝାଡା ହେବା ସହ ଜ୍ୱର ହେଉଛି। ତାକୁ ସାଲାଇନ୍

କରେଣ୍ଟ ଲାଗି ପ୍ରାଣ ହାରିଲେ ଗଜରାଜ

ଅକାଳରେ ଚାଲିଗଲା ଗଜରାଜଙ୍କ ଜୀବନ । ଉତ୍ତର ବନଖଣ୍ଡ ଏମ୍ ରାମପୁରରେ ଘଟିଛି ଏହି ଅଘଟଣ । ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ନରଲା ରେଞ୍ଜ କମେ ଗାଁରେ ରାସ୍ତା ପାର ହୋଇ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି

ବାଲୁଗାଁ ରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବାଲୁଗାଁରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ବାଲୁଗାଁ- ସୋଲରୀ ଟ୍ରେନ ଲାଇନ ମଧ୍ୟରେ ମାଲଗାଡି ଲାଇନଚ୍ୟୁତ ହୋଇଛି। ମାଲବାହୀ ଗାଡିର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଟ୍ରେନ ଚଳାଳଚ ବ୍ୟାହତ ହୋଇଛି। କେନ୍ଦୁଝରରୁ କର୍ଣ୍ଣାଟକ ଯାଉଥିଲା ମାଲବାହୀ ଟ୍ରେନ।

ଚର୍ମ ରୋଗ ଦୂର କରେ ପାନ

ଆମେ ଅଧିକାଂଶ ସମୟରେ ଶୁଭ କାର୍ଯ୍ୟ ଏବଂ ପୂଜା କାର୍ଯ୍ୟ ରେ ପାନ ପତ୍ରର ପ୍ରୟୋଗ କରିଥାଉ । ପ୍ରାୟ ଲୋକ ମାନେ ଖାଦ୍ୟ ଖାଇବା ପରେ ଏହି ପାନର ସେବନ କରନ୍ତି । ଏମିତି କରିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ । ଏବଂ ଆମର ପାଚନ ତନ୍ତ୍ର ସବୁ ବେଳେ ସୁସ୍ଥ ରହିଥାଏ । ପାନ ପତ୍ର ନା କେବଳ ଶୁଭ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ,ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ବୁଧବାର ଖେଳାଯିବ । ପ୍ରଥମ ତଥା ନିଜ ୧୦୦୦ତମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ଧରାଶାୟୀ କରିବା ପରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ଦିନିକିଆରେ ବି ପ୍ରଧାନ୍ୟ ଜାରି ରଖି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ତିନି ମ୍ୟାଚ୍ ବିଶିଷ୍ଟ

ଡ୍ରୋନ ଦ୍ୱାରା ବିସ୍ପୋରଣ କଲା ପାକିସ୍ତାନ

ପୁଣିଥରେ ଡ୍ରୋନ ଦ୍ୱାରା ବିସ୍ଫୋରଣ କରିବାକୁ ଚେଷ୍ଟା କରିଛି ପାକିସ୍ତାନ । ପାକିସ୍ତାନରୁ ଗୋଟିଏ ଡ୍ରୋନ ଦ୍ୱାରା ପ୍ୟାକେଟରେ ବିସ୍ଫୋରକ ସାମଗ୍ରୀ ପଞ୍ଜାବକୁ ପଠାଯାଇଛି । ମଙ୍ଗଳବାର ରାତି ପ୍ରାୟ ୧୨ଟା ୫୦ ମିନିଟରେ ଅମୃତସରର ପଞ୍ଜଗ୍ରହିଆନ ବର୍ଡର ଆଉଟ ପୋଷ୍ଟର ଦୁଇଟି ସ୍ଥାନରେ ପାକିସ୍ତାନରୁ

ଭାରତରେ ଆସିଲା କୋଭିଡ ନାଜାଲ ସ୍ପ୍ରେ

ଭାରତରେ ଲଞ୍ଚ ହେଲା ପ୍ରଥମ କୋଭିଡ ନାଜାଲ ସ୍ପ୍ରେ । ପ୍ରଖ୍ୟାତ ଔଷଧ କମ୍ପାନି ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫାବିସ୍ପ୍ରେ । ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ ଲାଗି ଭାରତର ଔଷଧ ମହାନିୟନ୍ତ୍ରକ- ଡିସିଜିଆଇ ଅନୁମତି ଦେଇଥିଲେ । ଯାହାଫଳରେ ଏଣିକି ୧୮ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କୁ

ଆଜି ଗଜପତି ମହାରାଜା ଙ୍କ ଝିଅ ବାହାଘର

ଆଜି ରାଜାଙ୍କ ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ରାଜକୀୟ ରୀତିନୀତିରେ ବାହାଘର ହେବ । ବର୍ଦ୍ଧମାନ ରାଜାଙ୍କ ନାତି ତଥା ହରିୟାଣା ଗୁରଗାଓଁ ନିବାସୀ ରାଜୀବ କେହେରଙ୍କ ପୁତ୍ର

ଡେମୋ ଦେଖାଇଲେ ଲୁଟେରା

କେମିତି ଠକୁଥିଲା ଜମତାରା ଗ୍ୟାଙ୍ଗ । ତା’ର ଏକ ଭିଡିଓ ଜାରି କରିଛି କ୍ରାଇମବ୍ରାଞ୍ଚ । ପ୍ରଥମେ ଗ୍ରାହକଙ୍କ ସହ କଥା ହୋଇ ବିଶ୍ୱାସଭାଜନ ହେବା ପରେ ଚତୁରତାର ସହ ଠକୁଛି ଜମତାରା ଗ୍ୟାଙ୍ଗ । ବିଭିନ୍ନ ପ୍ରକାର ଟେକନିକ୍ ବ୍ୟବହାର କରି ଲୋକଙ୍କଠାରୁ ଡାଟା ନେଇ ଠକୁଛି ଗ୍ୟାଙ୍ଗ । ଏନେଇ ଏକ