ପୁଣି ଜଳେଶ୍ୱରରୁ ବ୍ରାଉନସୁଗାର ଜବତ କଲା ପୋଲିସ
ପୁଣି ଜଳେଶ୍ବରରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ। ଦିନକୁ ଦିନ ଜଳେଶ୍ଵର ଅଞ୍ଚଳରେ ଧଳା ଜହର ବେପାରୀଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ଏହାକୁ ରୋକ ଦେବା ପାଇଁ ବିଭିନ୍ନ ସମୟରେ ଏସ ଟି ଏଫ , ଅବକାରୀ ବିଭାଗ ଏବଂ ଜଳେଶ୍ବର ପୋଲିସ ଚଢାଉ କରି ବ୍ରାଉନସୁଗାର ଜବତ କରୁଛି। ତଥାପି ଏହା ଉପରେ!-->…
