Odia News Portal

ରାଜ୍ୟରେ ବଢିବ ଶୀତର ପ୍ରକୋପ

ଡିସେମ୍ବର ତୃତୀୟ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପାରଦ ତଳମୁହାଁ ହେବା ସହ ପାଖାପାଖି ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ଖସିବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ସ୍ଥିତି ଏଭଳି ରହିବ। ପରବର୍ତ୍ତୀ ୩

ଗଙ୍ଗାରେ ବିପିନ୍ ରାୱତ ଓ ତାଙ୍କ ସ୍ତ୍ରୀ ଙ୍କ ଅସ୍ଥି ବିସର୍ଜନ କଲେ ଦୁଇ ଝିଅ

ସିଡିଏସ ଜେନେରାଲ ବିପିନ ରାୱତ ଓ ମଧୁଲିକା ରାୱତଙ୍କ ଦୁଇ ଝିଅ କୃତ୍ତିକା ଓ ତାରିଣୀ ବାପା-ମା’ଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କରିଛନ୍ତି। ଶନିବାର ସକାଳୁ ଦୁଇ ଝିଅ ବରାର ଶ୍ମଶାନ ଘାଟରୁ ବାପା-ମା’ଙ୍କ ଅସ୍ଥି ନେଇ ହରିଦ୍ୱାର ଯାଇଥିଲେ। ଦେଶର ପ୍ରଥମ ସିଡିଏସ ବିପିନ ରାୱତ ନିଜ ପତ୍ନୀଙ୍କ

ଓମିକ୍ରନ ପାଇଁ ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇକୁ ଘାରିଛି ମହାମାରୀ ଚିନ୍ତା । ମହାରାଷ୍ଟ୍ରରେ ମୋଟ ୧୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ମୁମ୍ବାଇ ମହାନଗର ନିଗମ । ଦୁଇ ଦିନ ପାଇଁ ମୁମ୍ବାଇରେ ୧୪୪ଧାରା ଜାରି କରାଯାଇଛି । ୪ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗିଛି । ସେହିଭଳି ସଭା, ସମିତି ଓ

ଆର୍ଯନ କଲେଜ ଅଫ ବିସିନେସ ମ୍ୟାନେଜମେଣ୍ଟର ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ସୁନ୍ଦରପଦାସ୍ଥିତ ଆର୍ଯନ କଲେଜ ଅଫ ବିଜିନେସ ମ୍ୟାନେଜମେଣ୍ଟ ପରିସରରେ ଏକ ବକ୍ତୃତା ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି । କାଉଁସିଲ ଫର ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ ଏବଂ ଆଇସିସିଏସଆରର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା କରାଯାଇଥିଲା କ୍ଷ କାର୍ୟ୍ୟକ୍ରମର ଶୀର୍ଷକ

ଜିଲ୍ଳାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । BSKY କାର୍ଡ ବଣ୍ଟନ ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ମନ ମୋହିବ ‘ଲାଗେ ପ୍ରେମ ନଜର ’

ଭୁବନେଶ୍ୱର: ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ଲାଗେ ପ୍ରେମ ନଜର’ । ଅମ୍ଲାନ ଓ ପ୍ରିୟାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଗୀତ ଗୁଡ଼ିକ ବେଶ ଚିତାକର୍ଷକ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ବହୁ ପ୍ରତିକ୍ଷିତ ଏହି ଫିଲ୍ମର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି । ରାଜଧାନୀର

ଅଭିନେତା ମିହିରି ଦାସଙ୍କ ସ୍ୱାସ୍ଥବସ୍ଥାରେ ଆସୁଛି ସୁଧାର

ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ, ଏହି ଖବର ଏବେ ଓଡିଆ ଫିଲ୍ମ ଜଗତରେ ସବୁଠି ଆଲୋଚନାର ବିଷୟ ପାଲଟିଛି। କିଡ୍ନୀ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଯବାନ ରାଣାପ୍ରତାପ

ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଯବାନ ରାଣା ପ୍ରତାପ। ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ଶେଷ କୃତ୍ୟରେ ଅନେକ ମାନ୍ୟଗଣ ବ୍ୟକ୍ତି ସାମିଲ୍ ହୋଇଛନ୍ତି। ରାଣା ପ୍ରତାପ ଅମର ରହେ ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଛି

ବିଜେଡି ବିଧାୟକ ବଦ୍ରୀନାରାୟଣ ପାତ୍ର ଅସୁସ୍ଥ

ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ହୋଇପଡ଼ିଥିବା ନେଇ ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାହା ଜଣାପଡିଛି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସ୍ବାସ୍ଥ୍ୟ

ଘରୋଇ କଳହକୁ ନେଇ ଏସିଡ ଆଟାକ୍

ଘରୋଇ କଳିରୁ ଏସିଡ଼ ଆଟାକ୍। ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ସହରର ନୂଆପଡ଼ାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଖବର ଅନୁଯାୟୀ, ବରଗଡ ଉପକଣ୍ଠ ନୂଆପଡା ୱାର୍ଡ ନଂ ୧୧ରେ ମନୋଜ ସୋନି ଓ ପବନ ସୋନି