Odia News Portal

୧୭ ଲକ୍ଷରୁ ଅଧିକ ଲୋକ ନେବେ ବୁଷ୍ଟର ଡୋଜ୍

ସମସ୍ତ ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକା କରଣ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ, ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଦିଆଯାଉଛି ଏହି ପ୍ରିକସନ ଟୀକା । ଓଡିଶାରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକେ ପ୍ରିକସନ ଟିକା ନେବେ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ

ସୁନ୍ଦରଗଡରେ ବ୍ୟାରେଜ୍ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ଏ ନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟାରେଜ୍ ନିର୍ମାଣ କାର୍ୟ୍ୟର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ଏହାଦ୍ୱାରା ଘରେ ଘରେ ପିଇବା ପାଣି ପହଞ୍ଚି ପାରିବ । ଚାଷୀର ଜମିକୁ ମଧ୍ୟ

ପଞ୍ଚାୟତ ନିର୍ବାଚନକୁ ନେଇ ବସିବ ସର୍ବଦଳୀୟ ବୈଠକ

ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ । ଏସବୁକୁ ଏହାକୁ ନେଇ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ରାଜ୍ୟର ପ୍ରମୁଖ

ଆଜି ରାଜ୍ୟରେ ୪ ହଜାର ୮୨୯ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି କରୋନାର ଆତଙ୍କ । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ସଂକ୍ରମିତ ହୋଇଥିଲେ ୪ ହଜାର ୭୧୪ । ଗତକାଲିର ପଜିଟିଭିଟି ରେଟ୍ ଥିଲା ୫.୧୫ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍ ରହିଛି ୬.୪୯ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୯୩୩

ସ୍ୱାର୍ଗଦ୍ୱାର ରେ ଲାଗିଲା କଟକଣା

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହୋଇଛି । ଆସନ୍ତା ସୋମବାର ଅର୍ଥାତ ୧୦ ତାରିଖ ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । କେବଳ ପୁରୀବାସୀ ଶବ ସଂସ୍କାର କରିପାରିବେ । ଏହି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ । ସେ କହିଛନ୍ତି,

ଭୁବନେଶ୍ୱର ର ୩୮ ସ୍ଥାନ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା

ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ ଜୋନ୍ । ଜାଭିୟର ଇନଷ୍ଟିଚ୍ୟୁଟକୁ କରାଯାଇଛି କଣ୍ଟେନମେଣ୍ଟ । ୩୦ରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ । ଏକ୍ସଆଇଏମବିକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି

ରାଜ୍ୟରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେ

ଓଡିଶାରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କଟକଣା କଡାକଡି କରିଛନ୍ତି । ତେବେ ଚିହ୍ନଟ ହେଉଥିବା କୋଭିଡ ସଂକ୍ରମିତଙ୍କ ମଧ୍ୟରୁ

ଆସନ୍ତୁ ଜାଣିବା କ୍ୟାପ୍ସିକମ ର ଫାଇଦା ବିଷୟରେ

କ୍ୟାପ୍ସିକମ୍ ହେଉଛି ଏପରି ଏକ ପରିବା, ଯାହା ବିଭିନ୍ନ ପ୍ରକାରର ଡିସ୍ ତିଆରିରେ ବ୍ୟବହୃତ ହୁଏ। ଲାଲ, ହଳଦିଆ ଏବଂ ସବୁଜ ପରି ବଜାରରେ ଅନେକ ରଙ୍ଗରେ କ୍ୟାପସିକମ୍ ମିଳେ । କିଛି ଲୋକ କ୍ୟାପ୍ସିକମ୍ କୁ ସାଲାଡ୍ ଭାବରେ ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଏହାକୁ ପନିପରିବାରେ ମିଶାଇ

୫ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ତାରିଖ ଘୋଷଣା ହେଲା

ପାଞ୍ଚଟି ରାଜ୍ୟ ପାଇଁ ହୋଇଛି ବିଧାନସଭା ତାରିଖ ଘୋଷଣା । ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ ଏହି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଫେବୃଆରୀ ୧୦ ରୁ ସାତଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ ଏବଂ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।। ପାଞ୍ଚଟି ରାଜ୍ୟର ୬୯୦ଟି

ପ୍ରେମିକକୁ ଫସାଇବାକୁ ଯାଇ ଫସିଲା ଭାଇ

କୋରାପୁଟ:ଜୟପୁର ଚିଲିଗୁଡା ଗାଁରେ ଦୁଷ୍କର୍ମ ପରେ ହତ୍ୟା ନେଇ ମିଥ୍ୟା ଅଭିଯୋଗ ସାମ୍ମାକୁ ଆସିଛି । । ଯୁବତୀଙ୍କ ପ୍ରେମିକଙ୍କୁ ଫସାଇବାକୁ ବିଦ୍ୟୁତ ଆଘାତଜନିତ ମୃତ୍ୟୁକୁ ଦୁଷ୍କର୍ମ ପରେ ହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା ଯୁବତୀଙ୍କ ଭାଇ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ