ତୃତୀୟ ଲହରର ଟାର୍ଗେଟରେ କରୋନା ଯୋଦ୍ଧା
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଏହା ଯୋଗୁ ପରିସ୍ଥିତି ସଙ୍କଟ ହେବାରେ ଲାଗିଛି। ତୃତୀୟ ଲହର କରୋନା ଯୋଦ୍ଧାଙ୍କୁ ଟାର୍ଗେଟ କରିଛି। ଇତି ମଧ୍ୟରେ ଦେଶରେ ୧୦୦୦ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଦିଲ୍ଲୀ, ମୁମ୍ବାଇ, ପାଟନା, ଲକ୍ଷ୍ନୌରେ!-->…
