ଜଗନ୍ନାଥଙ୍କ ପାଖରେ ରାଜ୍ୟ ପାଇଁ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ
ନୂଆ ବର୍ଷରେ ଜଗନ୍ନାଥଙ୍କଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଯାଇ ନ ପାରି ଘରୁ ଆଶୀର୍ବାଦ ମାଗିଛନ୍ତି। କାଳିଆ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି, ନୂଆବର୍ଷ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ । ନବୀନ ଜଗନ୍ନାଥଙ୍କ ବଡ଼ ଭକ୍ତ। ତେଣୁ ପ୍ରତିବର୍ଷ ନୂଆବର୍ଷ ଦିନ!-->…
