Odia News Portal

ନେହରୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ହେଉଛି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ । ତାଙ୍କ ଜନ୍ମଦିବସକୁ ଭାରତରେ ଶିଶୁ ଦିବସ ଭାବେ ବି ପାଳନ କରାଯାଏ । ଜୟନ୍ତୀରେ ପଣ୍ଡିତ ନେହେରୁଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସ୍ୱାଧୀନତା ସଂଗ୍ରାମ ଓ ଏକ ଆଧୁନିକ,

ଜାଣନ୍ତୁ ଘରେ ଶୁଆ ରଖିଲେ କଣ ହୁଏ

ହିନ୍ଦୁ ଧର୍ମରେ ବିଭିନ୍ନ ପଶୁପକ୍ଷୀ ବହୁ ଦେବୀଦେବତାଙ୍କ ସହ ଜଡ଼ିତ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି। ପଶୁପକ୍ଷୀଙ୍କ ମଧ୍ୟରେ ଅନିଷ୍ଟ ଦୂର କରିବାର କ୍ଷମତା ରହିଛି ବୋଲି ମାନ୍ୟତା ରହିଛି। ଗୋ ମାତାଙ୍କ ଠାରେ ବହୁ ଦେବାଦେବୀ ବାସ

ଆସାମ ରାଇଫଲସ ଗାଡି ଉପରେ ଆକ୍ରମଣକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଣିପୁରରେ ଆସାମ ରାଇଫଲ୍ସ ଗାଡି ଉପରେ ଆତଙ୍କବାଦୀଙ୍କ ଭୀରୁତାପୂର୍ଣ୍ଣ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକ୍ରମଣରେ ସହିଦ ହୋଇଥିବା ଅଫିସର ଓ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ସମେବଦନା ପ୍ରକାଶ କରିବା ସହ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା

ବିଜେପି ଇଶାରାରେ କାମ କରୁଛନ୍ତି କଂଗ୍ରେସ ନେତା ଭକ୍ତ ଦାସ: ବିଜେଡି

ଭୁବନେଶ୍ୱର: ବିଗତ ଦୁଇ ଦିନର ସାମ୍ବାଦିକ ସମ୍ମିଳନୀରେ ଆମେ କହିଥିଲୁ ଯେ ଓଡିଶା କଂଗ୍ରେସ ହେଉଛି ଓଡିଶା ବିଜେପିର ବି-ଟିମ୍ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶା କଂଗ୍ରେସ କିମ୍ବା ଓଡିଶା ବିଜେପି କେହି ଏହାକୁ ଖଣ୍ଡନ କରିନାହାଁନ୍ତି । ସେମାନଙ୍କର ନିରବତା ଆମର ବିବୃତ୍ତିକୁ ପ୍ରମାଣ

ପ୍ରମୋଦ ଭଗତଙ୍କୁ ଖେଳରତ୍ନ

ଭୁବନେଶ୍ୱର: ଓଡିଶାର ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ମିଳିଛି । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଜାଭଲିନ

ମହଙ୍ଗା ପଡ଼ିଲା ଭାଉଜ ପ୍ରେମ, ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

ମୟୂରଭଞ୍ଜ: ମାଡ଼, ନିର୍ଘାତ ମାଡ଼ । ଗାଇଗୋରୁ ଭଳି ମାଡ଼ ମାରିଲେ ଆଉ ଖୁଣ୍ଟରେ ବାନ୍ଧିଦେଲେ । ଭାଉଜ ପ୍ରେମରେ ବାଇଆ ହୋଇ ଧାଇଁ ଆସିଥିଲେ । ଧରା ପଡ଼ିବା ପରେ ହିନସ୍ତା ହେଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଷଦା ଗାଁରେ ଘଟିଛି ଏଭଳି ଘଟଣା । ତେବେ ଧରା ହୋଇଥିବା ଯୁବକ ଜଣକ ବିବାହିତ

ହାର୍ଦ୍ଦିକଙ୍କ ନାଁରେ ଆସିଲା ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଦଳର ପ୍ରତିଭାବାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ ଅଭିଯୋଗ ଆସିଛି ତାଙ୍କ ନାଁରେ । ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟିଙ୍କ ପତ୍ନୀ ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ

ଭୁବନେଶ୍ୱର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଥିବା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ ଆସନ୍ତା ଡିସେମ୍ବର ୧୦ତାରିଖ ସୁଦ୍ଧା ହୋଇପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରରେ ତ୍ରୁଟି ଥାଏ, ତେବେ ସମ୍ପୃକ୍ତ ହାଇସ୍କୁଲର

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗର ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଆଣ୍ଡାମାନ ଉପକୂଳରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏହା ଅବପାତର ରୂପ ନେଇ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ୧୮ ତାରିଖ ସନ୍ଧ୍ୟାରେ ଅତିକ୍ରମ କରିବ। ଏହା ମଧ୍ୟ ଅତିକ୍ରମ କରିବା

୧୫ରୁ ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ଭାରତ ଓ ଫ୍ରାନ୍ସର ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଯାଉଛି । ବନ୍ଦର ନଗରୀ ଫ୍ରେଜସଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ । ବିଶେଷକରି ଆତଙ୍କବାଦ ମୁକାବିଲା ଅଭିଯାନକୁ ଏହି ଅଭ୍ୟାସ ସମୟରେ ଅଧିକ ଗୁରୁତ୍ୱ ଦିଆଯିବ । ଏହା ଚଳିତ ନଭେମ୍ବର ମାସ ୨୬