Odia News Portal

ଦେଓମାଳି ଉପରେ ଆନ୍ଧ୍ରର ନଜର!

କୋରାପୁଟ: ଓଡ଼ିଶାରେ ବଢ଼ୁଛି ଆନ୍ଧ୍ରର ରାଜନୀତି । କୋଟିଆ ପରେ ଏବେ ଦେଓମାଳି ଉପରେ ପଡ଼ିଛି ଆନ୍ଧ୍ରର ନଜର । ଆନ୍ଧ୍ର ଅଧିକାରୀ ସଦଳବଳେ କୋଟିଆ ଗସ୍ତ କରିଥିବା ଜଣାପଡ଼ିଛି। ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ କୋଟିଆ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମୋଦି-ଯୋଗୀଙ୍କ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୋଗୀ ଆଦିତ୍ୟନାଥଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫଟୋ ସେୟାର କରିଛନ୍ତି ଯେଉଁଥିରେ

ଆସନ୍ତାକାଲି କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କନ୍ଧମାଳ : ଆସନ୍ତାକାଲି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ସକାଳ ୧୧ଟାରେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏକଲକ୍ଷ ୬୫ହଜାର ୯୭ ଜଣଙ୍କୁ BSKY

ଜାଣନ୍ତୁ ୨୦୨୨ରେ କେଉଁଠି ହେବ ଆଇପିଏଲ, ଏମିତି କହିଲେ ଜୟ ଶାହା

ନୂଆଦିଲ୍ଲୀ: ବିଶ୍ୱର ସବୁଠି ଧନୀ କ୍ରିକେଟ ଲିଗ୍ ହେଉଛି ଆଇପିଏଲ । ଖେଳ ଦେଖିବା ଲାଗି ସାରା ବିଶ୍ୱବାସୀ ଚାହିଁ ରହିଥାନ୍ତି । ତେବେ କରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ବିଦେଶରେ ଆୟୋଜନ ହେଉଛି ମ୍ୟାଚ୍ । ଯଦିଓ ଚଳିତ ବର୍ଷ ପ୍ରଥମେ ଭାରତରେ କିଛି ମ୍ୟାଚ ଖେଳାଯାଇଥିଲା କିନ୍ତୁ ଶେଷ ମ୍ୟାଚ

ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ଘୁଞ୍ଚିଲା

ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ତାରିଖ ଘୁଞ୍ଚିଥିବା ଜଣାଯାଇଛି। ଗତକାଲି ପୁଲିସ ପକ୍ଷରୁ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା

ପାଣିରେ ବୁଡ଼ି ଚାଲିଗଲା ୨ ଭଉଣୀଙ୍କ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜଂଅରା ବାରିମୂଳରେ ନିକଟରେ ଅଘଟଣ । ପାଣିରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି ।ମୃତକ ୨ ଶିଶୁଙ୍କ ନାମ ଶୁଭସ୍ମିତା ଓ ମଧୁସ୍ମିତା । ଉଭୟ ସଂପର୍କରେ ଭଉଣୀ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ଆଜି ପୂର୍ବାହ୍ନରେ ଦୁଇ ଭଉଣୀ ଖେଳୁଥିବା ବେଳେ କେଉଁ ଆଡେ

ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ଯୁଦ୍ଧପୋତ ‘ଆଇଏନ୍ଏସ୍ ବିଶାଖାପାଟନମ୍’

ମୁମ୍ବାଇ: ଭାରତୀୟ ନୌସେନାରେ ଆଜି ବିଧ୍ବଂସକାରୀ ଆଇଏନ୍ଏସ୍ ବିଶାଖାପାଟନମ୍ ସାମିଲ ହୋଇଛି । ଏଥିସହ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆଇଏନ୍ଏସ୍ ବିଶାଖାପାଟନମ୍ ଏହାର

କାଲି ନିଖୋଜ ଥିଲା, ଆଜି ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ସୁବର୍ଣ୍ଣପୁର: ବୁଦା ମୂଳରୁ ମିଳିଲା ଶିଶୁକନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ପରିବାର ଲୋକ କରିଥିଲେ ଅଭିଯୋଗ । ନବଜାତ ଶିଶୁକନ୍ୟାକୁ ପୋଲିସ ଆଜି ଏକ ବୁଦାମୂଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ମେଡିକାଲରୁ ଶିଶୁକନ୍ୟା ଚୋରି ହେବାକୁ

ପୁଣି ବଢ଼ିଲା ସମୀର ୱାଙ୍ଖଡେଙ୍କ ଅଡ଼ୁଆ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅକୁ ଗିରଫ କରିଥିବା ଏନସିବି ଅଫିସର ସମୀର ୱାଙ୍ଖଡେଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଚାକିରିରୁ ବହିଷ୍କାର ଦାବି ନେଇ ବମ୍ବେ ହାଇକୋର୍ଟରେ ଆବେଦନ ହୋଇଛି । ଭାରତୀୟ ରାଜସ୍ୱ ସେବା IRSରେ ସାମିଲ

ଭୁବନେଶ୍ୱରରେ ଜୁନିୟର ପାକିସ୍ତାନ ହକି ଦଳ

ଭୁବନେଶ୍ୱର: ଜୁନିୟର ବିଶ୍ୱକପ ଲାଗି ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ଗୋଟିଏ ପରେ ଗୋଟିଏ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚୁଛନ୍ତି । ଆସନ୍ତା ୨୪ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ଜୁନିଅର ହକିରେ ଭାଗ ନେବା ପାଇଁ ପାକିସ୍ତାନ ଦଳ ଭୁବନେଶ୍ୱରରେ