ଆମ୍ବୁଲାନ୍ସ ଗଞ୍ଜେଇ ଚୋରା ଚାଲାଣ
ଭଦ୍ରକ: ମାତିଛନ୍ତି ଗଞ୍ଜେଇ ମାଫିଆ । ଚୋରାଚାଲାଣ ବେଳେ ମାଡିବସିଲା ପୋଲ୍ିସ । ଚୋରାରେ ବେଆଇନ ସାମଗ୍ରୀ ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଛି ଭଦ୍ରକ ପୋଲିସ ।
ସୂଚନା ଅନୁସାରେ, ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ!-->!-->!-->…
