ଡିଜିଲକର ସହ ଯୋଡି ହେଲା ବିଏମସି
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ-ବିଏମସି କେନ୍ଦ୍ର ସରକାରଙ୍କ ଇ-ଗଭର୍ଣ୍ଣାନସ ବ୍ୟବସ୍ଥା –ଡିଜି ଲକର ସହ ଯୋଡି ହୋଇଛି । ଏଣିକି ଭୁବନେଶ୍ୱର ବାସିନ୍ଦାଙ୍କୁ ଅନଲାଇନରେ ବିବାହ ପ୍ରମାଣ ପତ୍ର ପାଇବା ପାଇଁ ଆଉ କାଗଜପତ୍ର ଦାଖଲ କରିବାକୁ ପଡିବ ନାହିଁ । ଡିଜି ଲକର ବ୍ୟବସ୍ଥା ଦ୍ୱାରା!-->…
