ବିଧାୟକଙ୍କ ହେବ କରୋନା ଟେଷ୍ଟ
ଡିସେମ୍ବର ୧ରୁ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନ ପାଇଁ ବାଧ୍ୟତାମୂଳକ କରାଯାଇଛି କରୋନା ଟେଷ୍ଟ । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ,ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ୩ ଦିନ ଧରି କରାଯିବ!-->…
