Odia News Portal

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ

ସାବଧାନ! ବାଇକ୍ ଚାଳକଙ୍କ ଲାଗି ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଦୁଇଚକିଆ ଯାନରେ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ଚାଳକମାନଙ୍କ ଲାଗି ଏକ ଚିଠା ଗାଇଡଲାଇନ୍ ଜାରି କରାଯାଇଛି । ବାଇକରେ ଯଦି ୪ରୁ କମ୍ ବୟସର ଶିଶୁ ବସିଥିବେ ତେବେ କୌଣସି ପରିସ୍ଥିତିରେ ଗାଡ଼ିର ସ୍ପିଡ (ବେଗ) ଘଣ୍ଟା ପିଛା ୪୦ କିମିରୁ ଅଧିକ ହେବ ନାହିଁ । ଶିଶୁମାନଙ୍କ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୩ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୬୦୦ ପାଖାପାଖି ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

ହ୍ୱାଟ୍ସଆପ ଚାଟ ଖୋଲିବ ଆର୍ୟନଙ୍କ ଗୁମର

ମୁମ୍ବାଇ: ବଢ଼ୁଛି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ମାମଲା । ବାରମ୍ବାର ଶୁଣାଣି ହେବା ପରେ ମଧ୍ୟ ଆର୍ୟନଙ୍କୁ ମିଳିନି ବେଲ । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ଏହି ଷ୍ଟାର କିଟଙ୍କ ବିବାଦ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର

ଆଜି ପୋଗାସସ୍ ମାମଲାର ରାୟ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଏହି ପ୍ରସଙ୍ଗରେ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ଏହାକୁ ଆବେଦନକାରୀମାନେ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ କମିଟି ଗଠନ କରିବେ ବୋଲି ସଙ୍କେତ ଦେଇଥିଲେ ।

ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ

ପୁରୀ: ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ ହେଉଛି । ବିଜେଡିକୁ ତୃଣମୂଳସ୍ତରରେ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁମନ୍ତ୍ର ଦିଆଯିବ । ଏଥିରେ ନୟାଗଡ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ମାହାଙ୍ଗା ବିଧାୟକ

ଜାଣନ୍ତୁ ବାବାଙ୍କ ପ୍ରେମ ଓ ଆଶୀର୍ବାଦ ଅନୁଭବ କିପରି କରିବେ

ଭୁବନେଶ୍ୱର: ଶୁଦ୍ଧ ପ୍ରେମ ହିଁ ଆନ୍ତରିକ ପ୍ରାର୍ଥନା । ତମେ ବିଧିବଦ୍ଧ ଭାବେ ପ୍ରାର୍ଥନା କରବ । ନ କର ସେଥିରେ କିଛି ଯାଏ ଆସେ ନାହିଁ । ତମେ ବାବାଙ୍କୁ ପ୍ରେମ କରୁଛ ତାହା ହିଁ ତାଙ୍କର ଶ୍ରେଷ୍ଠ ନିରାଜନା ଓ ତାହା ହିଁ ବାବାଙ୍କୁ ସ୍ୱର୍ଶ କରିବ । ମନର ଅବସ୍ଥା ଭଲ ନଥିବା ବେଳେ ବାହ୍ୟିକ

କୋଇ ଜଙ୍ଗଲରୁ 2 ହରିଣ ଶିକାରୀ ଗିରଫ

ଗତକାଲି ରାତି ହିନ୍ଦୋଳ ସାରାଂଖିତ ଜଙ୍ଗଲରୁ 2 ହରିଣ ଶିକାରୀକୁ ଗିରଫ କରିବାରେ ହିନ୍ଦୋଳ ବନବିଭାଗ ସଫଳ ହୋଇଛି । ଉକ୍ତ ବ୍ୟକ୍ତି ଦୁଇଜଣ ହେଲେ 1. ସାମ ବାଦାନୀ,ବୟସ(50ବର୍ଷ), ପିତା-ଭାସ୍କର ବାଦାନୀ ,ହାତୁରା, PS- ହିନ୍ଦୋଳ, ଯିଏକି PS- ବନାପୁର (ଭଗବତୀ), ଜିଲ୍ଲା-ଖୋର୍ଧାର ସ୍ଥାୟୀ

ଓଡିଶା କ୍ୟାଡର ଆଇପିଏସ ଅଫିସର ହେଲେ କେ ସୁବ୍ରମଣି

ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ତଥା ଢେଙ୍କାନାଳ ଏସପି କେ. ଶିବ ସୁବ୍ରମଣିଙ୍କୁ ମିଳିଲା ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ କେ. ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ୨୦୧୦ ବ୍ୟାଚର ଏହି ଆଇପିଏସ ଅଫିସର

ଦାବି ପୂରଣ ନ ହେଲେ ବସ୍ ସେବା ବନ୍ଦ

ନଭେମ୍ବର ୧୬ରୁ ରାଜ୍ୟରେ ବନ୍ଦ ହେବ ବସ୍ ସେବା । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ