Odia News Portal

ଉତ୍ତରପ୍ରଦେଶ ପାଇଁ ପାର୍ଥୀ ଘୋଷଣା

ୟୁପି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଗୋରଖପୁରରୁ ପ୍ରାର୍ଥୀ ହୋଇ ଲଢିବେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଥମ ପର୍ୟ୍ୟାୟରେ ୧୦୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ୩୮ ଜଣଙ୍କର ନାଁ ପ୍ରକାଶ କରାଯାଇଛି । ସିରାଥୁରୁ ଲଢିବେ ଉପମୁଖ୍ୟମନ୍ତ୍ରୀ କେଶବ…

ସେନା ଦିବସରେ ସହିଦ ହେଲେ ଓଡିଆ ଯବାନ

ଗଜପତି: ଜାମ୍ମୁ-କାଶ୍ମୀରରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସଶସ୍ତ୍ର ସୀମା ବଳ ବୀରପୁର ତାଲିମ କେନ୍ଦ୍ରରେ ଟ୍ରେନିଂ ବେଳେ ବିଦ୍ୟୁତ୍ ସଂଯୋଗରେ ଆସି ୩ ଯବାନ ସହିଦ ହୋଇଛନ୍ତି । ମୃତ ଯବାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁରୁଗୁବା ଗାଁର ପର୍ଶୁରାମ ଶବରଙ୍କ ମୃତ୍ୟୁ ହୋଇଛି…

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ ଟେଷ୍ଟ

ଲକ୍ଷଣ ନଥିଲେ କରୋନା ଟେଷ୍ଟିଂ କରନ୍ତୁ ନାହିଁ । ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଲକ୍ଷଣ ନାହିଁ ତେବେ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ କମ୍ ଥିଲେ ଆଇସୋଲେସନରେ…

ଭାରତୀୟ ଯବାନ ଦିବସରେ ଯବାନଙ୍କୁ ସଲାମ କଲେ ମୁଖ୍ୟମନ୍ତ୍ରୀ

ଆଜି ଭାରତୀୟ ଯବାନ ଦିବସ ।ଏହି ଅବସରରେ ଭାରତୀୟ ସେନାର ଯବାନ ଓ ସେମାନଙ୍କ ପରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ସେନା ଯବାନଙ୍କ ଅପରାଜେୟ ଇଚ୍ଛାଶକ୍ତି ଓ ନିଃସ୍ୱାର୍ଥପର ବଳିଦାନକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତୀୟ ସେନାର ଯବାନମାନେ…

ଆଜିଠୁ ଲେଉଟିବ ଶୀତ

ଆଜିଠୁ ପୁଣି ଫେରିବ ଶୀତ । କିଛି ଦିନ ଧରି ଲାଗିରହିଥିବା ବର୍ଷା କମିବା ସହ ଆଜି ପାଗରେ ପରିବର୍ତ୍ତନ ଆସିବ । ଆଜି ସକାଳ ସାଢେ ଆଠଟା ପର୍ୟ୍ୟନ୍ତ ବର୍ଷା ହେବା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ଭିତରେ ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର…

ଆଜି ରାଜ୍ୟରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ୨୪ ଘଂଟାରେ ୧୦ ହଜାର ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୮.୪୩ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୯୪୩, କଟକରୁ…

ଭୁବନେଶ୍ୱରରେ ପୁଣି ୩ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା

ଭୁବନେଶ୍ୱରରେ ପୁଣି ୩ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା। ବିଏମସିର ତିନିଟି ଜୋନରେ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସାଉଥ ଇଷ୍ଟ ଜୋନରେ ୟୁନିଟ ୯ର ୨ଟି କ୍ୱାର୍ଟର, ସତ୍ୟନଗରର ଗୋଟିଏ ଫ୍ଲାଟ, ଲକ୍ଷ୍ମୀସାଗର ୨ଟି ପ୍ଲଟ ଓ ଶ୍ରୀରାମ ନଗରର ଗୋଟିଏ…

ଗିରିରାଜ ସିଂ ଙ୍କୁ କରୋନା

ଦେଶରେ କରୋନା ସଂକ୍ରମଣର ବଢିବା ପରେ ଗୋଟିଏ ପରେ ଗୋଟିଏ ବ୍ୟକ୍ତି ବିଶେଷଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି । ଏଥିରୁ ବାଦ ପଡିନାହଁନ୍ତି ସାଧରଣ ଜନତାଠାରୁ ଆରମ୍ଭ କରି ନେତା । ପ୍ରାୟ ପ୍ରତି ଦଳର ନେତା ଏବେ କରୋନା କବଳରେ ପଡିଛନ୍ତି । ଏହି କ୍ରମରେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ…

ବ୍ୟାଙ୍କରୁ କୋଟି କୋଟି ଟଙ୍କାର ସୁନା ଲୁଟ୍

କୋରାପୁଟ: ଲକ୍ଷ୍ମୀପୁର ଏସବିଆଇରୁ ବଡ଼ଧରଣର ଲୁଟ୍ । କୋଟିଏ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଅଭିଯୋଗ । ସୂଚନାଅନୁସାରେ ଜଣେ ଅସ୍ଥାୟୀ କର୍ମଚାରୀ ଏହି ସୁନା ଚୋରି ପଛରେ ପ୍ରତ୍ୟକ୍ଷ ଭାବେ ଜଡିତ ଅଛନ୍ତି । ପ୍ରାୟ ୧କେଜି ୬୧୦ ଗ୍ରାମ୍ ସୁନା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ…

ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁ

ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ଦେହାନ୍ତ ହୋଇଛି । ଲକ୍ଷ୍ନୌସ୍ଥିତ ନିଜ ବାସଭବନରେ ହୃଦଘାତ ହେବା ଯୋଗୁ ତାଙ୍କର ପରଲୋକ ଘଟିଛି । ୬୧ ବର୍ଷୀୟ ବୟସରେ ବରିଷ୍ଠ ସାମ୍ବାଦିକ କମଲ ଖାନ୍ ମୃତ୍ୟୁବରଣ କରିଛନ୍ତି । କମଲ ଖାନ୍ ଉତ୍ତରପ୍ରଦେଶରେ ଘଊଞଠର କାର୍ୟ୍ୟକାରୀ ସମ୍ପାଦକ ଭାବେ କାର୍ୟ୍ୟ…