Odia News Portal

ଦେହ ବିକ୍ରି ବ୍ଲାକମେଲ

କେଇଟା ଟଙ୍କା ପାଇଁ ଇଜତ ନିଲାମ କରିବାକୁ ପଛାଇଲା ନାହିଁ ଯୁବତୀ । ପ୍ରଥମେ ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକ୍ବେଷ୍ଟ ପ​‌ରେ ମୋବାଇଲ୍‌ ନମ୍ବର ମାଗିଲା। ଜରୁରୀ ଅଛି ବୋଲି କହି ସ୍କୁଲର ଅବସରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଫସାଇ ନମ୍ବର ବି ନେଇଗଲା। ତାପରେ ଭିଡିଓ କଲ୍‌ରେ ନିଜେ ନିଜର ପୋଷାକ

ଦୁର୍ଘଟଣାର ଶୀକାର ହେଲେ ଅର୍ଶୀ ଖାନ୍

ବିଗ୍ ବସ୍ ଫେମ୍ ଅର୍ଶୀ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ କାର ଦୁର୍ଘଟଣାରେ ଅଭିନେତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ଦିନ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଭୀମସାରରେ ୭ ଛାତ୍ର କରୋନା ପଜିଟିଭ

ବୁର୍ଲା ଭୀମସାରରେ ବୃଦ୍ଧି ପାଇଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ୨୨ ଜଣ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଆଉ ୭ ଜଣ ଛାତ୍ରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ

ଚିନ୍ତା ବଢାଉଛି ଶିକ୍ଷାନୁଷ୍ଠାନର କରୋନା ସଂକ୍ରମଣ

ଚିନ୍ତା ବଢାଇଲାଣି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ । ପ୍ରଥମେ ସମ୍ବଲପୁରର ବୁର୍ଲା , ଆଉ ଏବେ ସୁନ୍ଦରଗଡ଼ ସେଣ୍ଟ ମେରି ବାଳିକା ବିଦ୍ୟାଳୟ । ଏହି ବିଦ୍ୟାଳୟରେ ମୋଟ ୫୬ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଖବର

ବିଧାନସଭାରେ ହୋ ହଲ୍ଲା ମନା

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ତାଗିଦ । ବିଧାନସଭା ଗୃହରେ ହୋ ହଲ୍ଲା କରିପାରିବେନି କୌଣସି ବିଧାୟକ । ପ୍ରଶ୍ନକାଳ ସମୟରେ ଏବଂ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଧାନସଭା ଗୃହରେ କୌଣସି ବିଧାୟକ ହୋ ହଲ୍ଲା କରିପାରିବେନି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା

ଭାରତକୁ ମିଳିବ ଆଉ ଏକ ବଡ ଅସ୍ତ୍ର

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସ ୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ଆମେଥିଠାରେ ପ୍ରସ୍ତାବିତ

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ।ବଙ୍ଗୋପସାଗରରେ ଏ ମାସରେ ଏହା ହେଉଛି ଚତୁର୍ଥ ଲଘୁଚାପ । ଆସନ୍ତା ୨୯ ଓ ୩୦ ତାରିଖରେ ଏହା ତାମିଲନାଡୁ ଉପକୂଳ ଛୁଇଁବ ।

ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ଅପରାହ୍ନ ସାଢେ ୫ଟାରେ ପ୍ରଥମେ ବସିବ ମନ୍ତ୍ରୀ ପରିଷଦ ବୈଠକ । ଏହାପରେ ୫ଟା୪୫ରେ କ୍ୟାବିନେଟ ବୈଠକ ବସିବ । ନବୀନ ନିବାସରୁ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ

ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ଜୟନ୍ତୀ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶର ଅଖଣ୍ଡତା ଓ ଲୋକଙ୍କ କଲ୍ୟାଣ ସହ ଓଡିଆ ଭାଷା, ସାହିତ୍ୟକୁ ଆହୁରି ବ୍ୟାପତ କରିବା କ୍ଷେତ୍ରରେ

ଜାଣନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟାଂଶ କଣ

• ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ୟ୍ୟ କରଣ । • ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ । • ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ । • ରଥଯାତ୍ରା