Odia News Portal

ଜାଣନ୍ତୁ ଆଜି କେଉଁଠି କେତେ ଟଙ୍କା ରହିଛି ପେଟ୍ରୋଲ ଦର

ଭୁବନେଶ୍ୱର: ତେଲ ଦରରେ ଲାଗୁନି ବ୍ରେକ୍ । ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଲଗାତର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢିଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଛି । ପୁଣି ପେଟ୍ରୋଲ ଲିଟର ପିଛା ୩୭ ପଇସା ଓ ଡିଜେଲ ୪୦ ପଇସା ମହଙ୍ଗା ହୋଇଛି । । ଫଳରେ

ରାଜଧାନୀରେ ମାଆ ଝିଅଙ୍କୁ ଛୁରାମାଡ଼

ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ରାଜଧାନୀ । ଦିନ ଦ୍ୱିପ୍ରହରରେ ହେଉଛି ଲୁଟ୍ ଏବଂ ମର୍ଡର । ଭୁବନେଶ୍ୱରରେ ଜଣଙ୍କ ଘରେ ପଶି ମାଆ ଓ ଝିଅଙ୍କୁ ଛୁରାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଛୁରାମାଡ଼ ଘଟଣା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଥିବା ସୂଚନା

ଗର୍ଜିଲା ବିଜେଡି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି ମହିଳା ମୋର୍ଚ୍ଚା । ରାଜ୍ୟବ୍ୟାପୀ ଦରବୃଦ୍ଧି ବିରୋଧରେ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ ୧୪୭

ଆସିଲା ପ୍ରଶନ୍ନ ବେହେରାଙ୍କ ସମ୍ପତ୍ତି ତାଲିକା, ବାବାରେ ଏତେ ଟଙ୍କା

ଭୁବନେଶ୍ୱର: ଚାକିରି ଥିଲା କନଷ୍ଟେବଳ, ଧନ ଥିଲା ଅମାପ । ପୁଳା ପୁଳା ସୁନା, ଅସରନ୍ତି ସମ୍ପତ୍ତି । ଗିରଫ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତିର ଆକଳନ କରି ହାଲିଆ ଅଧିକାରୀ । ପ୍ରାୟ ୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ଦେଇଛି

ଜାଣନ୍ତୁ କଣ କଲେ ସେମିରେ ପହଞ୍ଚିବ ଭାରତ

ଦୁବାଇ: ଭାରତର ଲଗାତାର ପରାଜୟ ପରେ ଏବେ ଦଳ ଚିନ୍ତାରେ ରହିଛି । ସେମିଫାଇନାଲ ଆଶା ଏବେ ମଉଳିବାରେ ଲାଗିଛି । ତେବେ ଶେଷ ସମୟରେ ଭାରତ ସେମିକୁ ଯାଇପାରେ ବୋଲି ଆକଳନ କରାଯାଉଛି । କେବଳ ମ୍ୟାଚ୍ ଫଳାଫଳ ନୁହେଁ କିଛି ଚମକ୍ରାରୀ ହେଲେ ହିଁ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ଦ୍ୱାର ଖୋଲିବ । ଆଉ

ଭୁବନେଶ୍ୱର ଛାଡିବାକୁ ନାରାଜ, ପୁଲିସ୍‍ ମୁହଁରେ ଲାଗିଛି ରାଜଧାନୀ ଇଲିସି

ଭୁବନେଶ୍ୱର : ପୁଲିସ୍‍ ବାବୁମାନଙ୍କ ପାଇଁ ରାଜଧାନୀ ଏବେ ସୁନା ଇଲିସି ପାଲଟିଛି । ଥରେ ରାଜଧାନୀରେ ପୋଷ୍ଟିଂ ହେଲେ ମୁହଁରେ ଏହି ଇଲିସି ଏମିତି ଲାଗିଯାଉଛି ଯେ ଯେତେ ଯାହା ହେଲେ ବି ରାଜଧାନୀ ଛାଡୁ ନାହାନ୍ତି । ଯଦି କିଏ କେଳେଙ୍କାରୀ କରି କିମ୍ବା ଦୁର୍ନୀତି କରି ଧରାପଡୁଛି ତେବେ ଯାଇ

ଭାରତ ବାୟୋଟେକର କୋଭାକ୍ସିନକୁ ସ୍ୱୀକୃତି ଦେଲା ଅଷ୍ଟ୍ରେଲିଆ

ସିଡନି: ଭାରତର ସ୍ୱଦେଶୀ କୋଭିଡ-୧୯ ପ୍ରତିଷେଧକ ଟିକା ଭାରତ ବାୟୋଟେକର କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାର ସ୍ୱୀକୃତି ଦେଇଛନ୍ତି । ଏହାଦ୍ୱାରା ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ବଡ ସଫଳତା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର

ହସ୍ପିଟାଲରୁ ଫେରିଲେ ରଜନୀକାନ୍ତ

ଚେନ୍ନାଇ: ଆଜି ହସ୍ପିଟାଲରୁ ଡ଼ିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଘରେ ପହଞ୍ଚିବାର ଏକ ଫଟୋ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଏହି ଖବର

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗୁମର ଖୋଲିଲେ ସାଲୁଜା

ଭୁବନେଶ୍ବର: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି,ଗତ ସେପ୍ଟେମ୍ବର ୨୦ ତାରିଖରେ ଗୋବିନ୍ଦ ସାହୁ ମମିତାଙ୍କୁ ରାୟପୁର ନେଇଥିଲେ। ସେଠାରେ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାରରୁ ଯଥେଷ୍ଟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୨୫୦ରୁ ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା