Odia News Portal

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଦୁର୍ନୀତି ବିରୋଧୀ ଅଭିଯାନ ଜରିଆରେ ସରକାର ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରିଛନ୍ତି । ପ୍ରତାପ ଏବେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ରାଜ୍ୟ ପୁଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି

ମପା ହେବ ହୀରାକୁଦ ଜଳ ଭଣ୍ଡାର

ମପାଯିବ ହୀରାକୁଦ ଜଳଭଣ୍ଡାରର ଗଭୀରତା । ବିଶ୍ୱର ସର୍ବବୃହତ ମାଟିବନ୍ଧ ଗଭୀରତା ଓ ପଟୁ ମାଟି ମପାଯିବ । ଏନେଇ ସରକାରୀ ସ୍ତରରେ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ମହାନଦୀର ଜଳ ବିବାଦ ଟ୍ରିବୁନାଲରେ ଥିବା ବେଳେ ହୀରାକୁଦ ଡ୍ୟାମର ଗଭୀରତା ଓ ପଟୁ ମାଟି ମାପିବା

ପ୍ରତିଶୋଧ ନେଲା ଭାରତ

ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୁଗ ବିଜୟରୁ ଆରମ୍ଭ ହୋଇଛି । ଟି-୨୦ ବିଶ୍ବକପ୍‌ରୁ ଭାରତ ବିଦାୟର ପ୍ରମୁଖ କାରଣ ପାଲଟିଥିବା ନ୍ୟୁଜିଲାଣ୍ଡକୁ ମାତ୍ର କିଛି ଦିନ ପରେ ଏହି ଦୁଇ ଜଣଙ୍କ ବଳିଷ୍ଠ ରଣନୀତି ବଳରେ ୫ ୱିକେଟ୍‌ରେ ହରାଇ ଦେଇଛି ଭାରତ । ତା’ ସହ

ବନ୍ଧା ହେଲେ ସପନା ଚୌଧୁରୀ

ଚଣ୍ଡିଗଡ: ଖୁବ୍‌ ଶୀଘ୍ର ବନ୍ଧା ହେବେ ହରିୟାଣୀ ସୁପ ଗାୟିକା ତଥା ନୃତ୍ୟଶିଳ୍ପୀ ସପନା ଚୌଧୁରୀ। ସପନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ୱାରେଣ୍ଟ  । ଏକ ଠକେଇ ମାମଲାରେ ଖୁବ୍‌ ଶୀଘ୍ର ସପନା ବନ୍ଧା ହେବେ ବୋଲି ଜଣାଯାଇଛି। ଏକ ଇଭେଣ୍ଟକୁ ବାତିଲ କରି ଟିକେଟ୍ କିଣିଥିବା ଲୋକଙ୍କୁ ଟଙ୍କା

ଯମଜ ସନ୍ତାନର ମାଆ ହେଲେ ପ୍ରୀତି ଜିଣ୍ଟା

ମୁମ୍ବାଇ: ୪୬ ବର୍ଷ ବୟସରେ ମା’ ହେଲେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ପ୍ରୀତି ଓ ତାଙ୍କ ସ୍ୱାମୀ ଜେନ୍‌ ଗୁଡେନୋଫ ଉଭୟ ଯାଁଳା ସନ୍ତାନଙ୍କ ପିତାମାତା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ପୁଅ ଥିବା ଜଣାଯାଇଛି। ପ୍ରୀତି ଏନେଇ ଆଜି ସକାଳେ  ଇନଷ୍ଟାରେ ଏକ ପୋଷ୍ଟ ଶେଆର

ଖାଇବାରେ ବିଷ ଦେଇ ୫ କୁକୁରଙ୍କୁ ହତ୍ୟା

କୋଲକାତା: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଉତ୍ତର କୋଲକାତାରେ ଥିବା ଶୋଭାବଜାର ଅଞ୍ଚଳରୁ ଏକକାଳୀନ ୫ଟି କୁକୁର ଛୁଆଙ୍କ ମୃତଦେହ ମିଳିଛି। କୁକୁରମାନଙ୍କ ଖାଇବାରେ ବିଷ ଗୋଳାଇ ଦିଆଯାଇଥିଲା। ଫଳରେ ଏହାକୁ ଖାଇ ସେମାନେ ପ୍ରାଣ ହରାଇଥିବା ଜଣାପଡ଼ିଛି। କୋଲକାତା:

ସ୍କିନ୍ ଟୁ ସ୍କିନ୍ ଟଚ୍ ଜରୁରୀ ନୁହେଁ, ପୋସ୍କୋ ଆଇନ

ନୂଆଦିଲ୍ଲୀ: ଶିଶୁ ଯୌନ ଶୋଷଣ ବା ପୋକ୍ସୋ ଆକ୍ଟକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ସର୍ବୋଚ୍ଚ ଅଦାଲତ ସ୍କିନ ଟୁ ସ୍କିନ ଟଚ୍‌ ବା ଚର୍ମ ସ୍ପର୍ଶ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ପୋକ୍ସୋ ଆକ୍ଟ ଅଧୀନରେ ଯୌନ ଶୋଷଣ ମାମଲା

କାର୍ତ୍ତିକ ପୂର୍ଣ୍ଣିମାରେ ଏହି ସବୁ ସ୍ଥାନକୁ ଯିବା ମନା

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମୀ । ଏହି ଦିନ ସକାଳୁ ସକାଳୁ ଲୋକେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି। ହେଲେ ଏଥିଯୋଗୁ ଅଧିକ ଲୋକ ଏକତ୍ରୀତ ହୋଇ କରୋନା ପୁଣି ଥରେ ମୁଣ୍ଡ ଟେକିବା ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ

ଶୀତ ଦିନେ କେମିତି ପାଇବେ ଥଣ୍ଡା କାଶରୁ ମୁକ୍ତି

ଥଣ୍ଡା ପାଗ ଆରମ୍ଭ ହୋଇଯାଇଛି। ଏହି ସମୟରେ ଲୋକମାନଙ୍କର ଥଣ୍ଡା, କାଶ ଇତ୍ୟାଦି ସମସ୍ୟା ଦେଖାଦିଏ । ଯଦି ଆପଣ ବି ଏହି ସମସ୍ୟାରେ ପିଡ଼ିତ ତାହେଲେ ଆପଣ ଅଡ଼ୁଶାର ବ୍ୟବହାର କରିପାରିବେ । ଏହି ଚାରାରେ ବିଭିନ୍ନ ଔଷଧିୟ ଗୁଣ ଥାଏ। ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା, ଆସ୍ଥମା,

କିସ୍ କରିବାକୁ ଡରୁଥିଲେ ସୈଫ

ବଲିଉଡ୍‌ ନବାବ୍‌ ସୈଫ୍‌ ଅଲୀ ଖାନ ଓ ରାନୀ ମୁଖାର୍ଜୀଙ୍କ ବହୁତ କମ୍‌ ଫିଲ୍ମରେ ଏକାଠି ନଜର ଆସିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ପରଦାରେ ଏକ ସାଥୀରେ ନଜର ଆସିଛନ୍ତି, ଧମାଲ କରିଛନ୍ତି । ସେମାନଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରନ୍ତି। ବହୁତ ବର୍ଷ ପରେ ଦୁଇ ଜଣ ପୁଣି