Odia News Portal

ଫେରିଲା ନାଇଟ କର୍ଫ୍ୟୁ

ବଢିଲା କୋଭିଡ କଟକଣା । ରାତି ୯ ଟାରୁ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାତି ୧୦ ଟା ପରିବର୍ତ୍ତେ ରାତି ୯ ଟାରୁ ଲାଗୁ ହେଲା କର୍ଫ୍ୟୁ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜି ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ସଂକ୍ରମଣ…

ବିଜେଡିରେ ଯୋଗ ଦେଲେ ଜେଏମଏମ ର ଉପସଭାପତି

ବିଜେଡିରେ ଯୋଗଦେଲେ ବୀରମିତ୍ରପୁରର ରାଜ୍ୟ ଜେଏମ୍ଏମ୍ ଉପ ସଭାପତି ଶିବିୟାନ ଆଇଣ୍ଡ । ରାଜ୍ୟ ବିଜୁ ଯୁବ କାର୍ୟ୍ୟାଳୟରେ ଶହ ଶହ ସମର୍ଥକଙ୍କ ଶହ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଶିବିୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ…

ସାମ୍ବାଦିକ ସରଜଙ୍କ ଅକାଳ ବିୟୋଗ।

ଆଉ ନାହାନ୍ତି ସାମ୍ବାଦିକ ସରୋଜ । ଏମିତି ବି ମୃତ୍ୟୁ ଆସେ ।ସୂଚନାନୁସାରେ ଆଜି ସକାଳେ ନିଜ ବ୍ୟବସାୟ ଦୋକାନ ଖୋଲିବା ପରେ ହଠାତ୍ ତାଙ୍କ ଛାତି ଅତ୍ୟଧିକ ଯନ୍ତ୍ରଣା ହେବାରୁ ସେ ତଳେ ପଡିଯାଇଥିଲେ ଏବଂ ସେଠାରେ ଥବା ସାମ୍ବାଦିକ ବନ୍ଧୁ ମାନେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ତାଙ୍କ…

ବିବାହ ବନ୍ଧନରେ ବାନ୍ଧି ହେବେ ସମଲିଙ୍ଗୀ ଡାକ୍ତର

ବନ୍ଧୁତାରୁ ପ୍ରେମ । ପ୍ରେମରୁ ଦୁହେଁ ଦୁହିଁକୁ ସାରା ଜୀବନ ଜୀବନସାଥୀ କରିବାକୁ ନିଷ୍ପତ୍ତି । ଏ ପ୍ରେମ କେଉଁ ଯୁବକ ଯୁବତୀଙ୍କର ନୁହେଁ ବରଂ ଦୁଇ ଝିଅଙ୍କ କଥା ଆମେ କହୁଛୁ । ଆଉ ଏଇ ଦୁଇ ଝିଅ ପ୍ରଫେସନରେ ହେଉଛନ୍ତି ଡାକ୍ତର । ମହାରାଷ୍ଟ୍ର ନାଗପୁରର ଦୁଇ ଯୁବତୀ ଡାକ୍ତର ପରସ୍ପରକୁ ଜୀବନସାଥୀ…

ଭୁବନେଶ୍ୱରର ୫ ଟି ଅଂଚଳକୁ କଂଣ୍ଟନମେଣ୍ଟ ଜୋନରେ ଘୋଷଣା କରାଗଲା

ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆଜି ସହରର ପାଞ୍ଚଟି ସ୍ଥାନକୁ ମାଇକ୍ରୋ କଣେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଆଚାର୍ୟ୍ୟବିହାର ସାଇ ମନ୍ଦିର ନିକଟସ୍ଥ ନିର୍ଦ୍ଧିଷ୍ଟ ଅଞ୍ଚଳ, ଆଚାର୍ୟ୍ୟ ବିହାର ପାଣିଟାଙ୍କି ଅଞ୍ଚଳ, ସତ୍ୟନଗର ଓ ବାପୁଜୀ ନଗରର…

ରାଜ୍ୟରେ ଓମିକ୍ରନ ସଂଖ୍ୟା ୬୦ ଟପିଲା

ରାଜ୍ୟରେ ଓମିକ୍ରନ ଆତଙ୍କ। ବଢ଼ିଲା ଓମିକ୍ରନ୍ ଆକ୍ରନ୍ତଙ୍କ ସଂଖ୍ୟା ସଂଖ୍ୟା । ଓଡିଶାରେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଆଇଏଲ୍ଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି। ଗତ…

ଆସିଲା ନବାଗତ ନାୟକ ନାୟିକାଙ୍କ “ରିଅଲ ଲଭ ଷ୍ଟୋରୀ”

ଭୁବନେଶ୍ୱର: ଟଙ୍କପାଣି ରୋଡ଼ ସ୍ଥିତ ସାଇ ମନ୍ଦିରଠାରେ ଓଡ଼ିଆ ଚଳଚ୍ଚିତ୍ର ରିୟଲ ଲଭ ଷ୍ଟୋରୀର ଶୁଭାରମ୍ଭ ହୋଇଛି । ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିଜୟ ଦ୍ବୀବେଦି, ବିନି ପଟ୍ଟନାୟକ, ସମାଜସେବୀ ଗଣେଶରାମ ଅଗ୍ରୱାଲ ପ୍ରମୁଖ ଏହି ଚଳଚ୍ଚିତ୍ର ର ଶୁଭାରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରର କାହାଣୀ…

ଆରମ୍ଭ ହେଲା ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା

ଆରମ୍ଭ ହୋଇଯାଇଛି ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ଛାତ୍ରଛାତ୍ରୀ । ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା । ପରୀକ୍ଷା ପାଇଁ ଶହେରୁ ଅଧିକ ସ୍କ୍ଵାଡ ଗଠନ କରାଯାଇଛି। ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା…

ସୁମିତଙ୍କ ବେଡରୁମରେ ରହିବେ ବୋଲି ଜିଦ୍ଦି ଧରିଲେ ତପସ୍ୱିନୀ

ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଗଞ୍ଜାମ ଜିଲା ଜଜ କୋର୍ଟ ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ବି ମଙ୍ଗଳବାର ରାତିରେ ତପସ୍ୱିନୀ ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ ପରିବାର ପକ୍ଷରୁ ତାଙ୍କୁ ରହିବାକୁ ଯେଉଁ ଘର ଦିଆ…

ମାଛ ଜାଲରେ ପଡିଲା କୁମ୍ଭୀର

ମାଲକାନଗିରି: ମାଛ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । । ମାଲକାନଗିରି ଜିଲ୍ଲା ସଦାଶିବପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଗାଁ ପୋଖରୀରେ ଗ୍ରାମବାସୀ ମାଛ ଧରୁଥିବା ସମୟରେ ମାଛ ଜାଲରେ ମାଛ ବଦଳରେ ପଡ଼ିଥିଲା ବିରାଟ କାୟ କୁମ୍ଭୀର । ମାଛ ଧରାଳି ବିରାଟକାୟ ମାଛ ଭାବି…