Odia News Portal

ଦେଶରେ ଚିହ୍ନଟ ହେଲେ ୧୦,୧୯୭ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୧୦,୧୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୦୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟାରେ ୧୨,୧୩୪ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ଦେଶରେ ୧,୨୮,୫୫୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଦୈନିକ

ଆଜି ରୋହିତ-ଦ୍ରାବିଡ଼ଙ୍କ ପ୍ରଥମ ପରୀକ୍ଷା

ନୂଆଦିଲ୍ଲୀ: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପ୍ରଥମ ଟି-୨୦ରେ ବିଜୟୀ ହେବା ସହ ଟି-୨୦ ବିଶ୍ୱକପର ବଦଲା ନେବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ବିରାଟଙ୍କ ପରେ ଟିମ ଇଣ୍ଡିଆ ଅଧିନାୟକ ପଦ ଗ୍ରହଣ କରିଥିବା ରୋହିତ ଶର୍ମା ଏବଂ ନୂଆ କରି ଭାରତୀୟ ଦଳର କୋଚ ପଦ ସମ୍ଭାଳିଥିବା ଦ୍ରାବିଡଙ୍କ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୩୩ ଜଣ ଥିବାବେଳେ ସଙ୍ଗରୋଧରୁ ୧୨୮ ଜଣ ଓ ସ୍ଥାନୀୟ ସଂକ୍ରମଣ ଭାବେ ୯୮ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪, କଟକରୁ ୧୫,

ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍

ଭୁବନେଶ୍ୱର: ଓଡ଼ିଆ ସିନେ ଦର୍ଶକଙ୍କୁ ସବୁବେଳେ ଭିନ୍ନ ଧରଣର ଫିଲ୍ମ ଭେଟି ଦେଉଥିବା ମୁନ୍ ଟିଭି ମୁଭିଜ୍ ପୁଣିଥରେ ଦର୍ଶକଙ୍କ ମହଲରେ ଭଲ ପାଇବାର ନୂଆ ଅଧ୍ୟାୟ ସୃଷ୍ଟି କରିଛି । କଥା ଦେଇ କଥା ରଖିଛି ପ୍ରଯୋଜନା ସଂସ୍ଥା । ଏକାସଙ୍ଗେ ୧୦ଟି ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ଲାଗି କଥା ଦେଇ କଥା

୨୦ରେ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନ ମୂଲ୍ୟବାନର ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୨୦ ତାରିଖରେ

କାର୍ତ୍ତିକ ଶୁକ୍ଳ ଦ୍ବାଦଶୀରେ ଶ୍ରୀଜୀଉଙ୍କ ବାଙ୍କଚୂଡ଼ା ବେଶ

ପୁରୀ: କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ ତଥା ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ। ଏହି ଦିନ ଆବକାଶ ନୀତି ଶେଷହେବା ପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ

5T ଅଧିନରେ ରୂପାନ୍ତରିତ ୫ଟି ଜିଲ୍ଲାର ୧୩୦ଟି ହାଇସ୍କୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି କାର୍ଯ୍ୟକ୍ରମରେ ଆଜି ଚତୁର୍ଥ ଦିବସରେ ନୂଆପଡା, ଗଞ୍ଜାମ

ଜେରା ବେଳେ ସିବିଆଇ ଅଧିକାରୀଙ୍କ ଉପରେ ଆକ୍ରମଣ

ଢେଙ୍କାନାଳ : ଢେଙ୍କାନାଳରେ ସିବିଆଇ ଟିମ୍କୁ ମାଡ଼ ମାରିଲେ ଉତ୍ତ୍ୟକ୍ତ ଗାଁ ଲୋକେ । ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଗାଁ ଲୋକେ ଆକ୍ରମଣ କରିଥିଲେ । ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ସିବିଆଇ ଅଧିକାରୀଙ୍କ ଉଦ୍ଧାର କରିବାକୁ ଯାଇ ପୁଲିସ ମଧ୍ୟ

୭ଟି ଗ୍ରାମ ପଞ୍ଚାୟତରେ ହେବ ନାହିଁ ନିର୍ବାଚନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ୍ ତାଙ୍କ ପ୍ରସ୍ତୁତି ଜୋର୍‌ଦାର କରିଛନ୍ତି । ଯାହାଫଳରେ ୧୧୧ ଟି ୱାର୍ଡରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ହେବ ନାହିଁ ବୋଲି ସୁଚନା ମିଳିଛି । ସମୁଦାୟ ୯୧୯୧୬ ୱାର୍ଡରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ