ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍
ବାରିପଦା : ବର୍ତ୍ତମାନ ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ । ବନ୍ଧୁକ ଦେଖାଇ ଲୁଟ୍ କରୁଛନ୍ତି ଲୁଟେରା । ବାରିପଦା ସଦରଥାନାର ମଞ୍ଚାବନ୍ଧା ଏସ୍ଆର୍ ପେଟ୍ରୋଲ୍ ପମ୍ପରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ୍ ପମ୍ପରୁ ଗତ ରାତିରେ!-->…
