ମାଲକାନଗିରିରେ ୫ ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ପ୍ରତିବାଦ ଜାରି
ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ପ୍ରତିବାଦ । ଜିଲ୍ଲାର ଶତାଧିକ ସାମ୍ବାଦିକ ମାଲକାନଗିରି ଥାନା ସମ୍ମୁଖରେ ବସି ପୋଲିସର ବର୍ବରତାକୁ ବିରୋଧ କରିବା ସହ ସାମ୍ବାଦିକଙ୍କ କାଉଂଟର ଏଫଆଇଆର ରୁଜୁ କରିବା ଲାଗି ଦାବି କରିଛନ୍ତି ସାମ୍ବାଦିକ । ଗତ ଗୁରୁବାର ରାତିରେ ସାମ୍ବାଦିକ ମାନେ!-->…
