ମହାରଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ
ବଡଦିନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାଜ୍ୟରେ ଓମିକ୍ରନ ଭାରିଆଣ୍ଟର ଭୟାବହତା କୁ ଦୃଷ୍ଟିରେ ରଖି ତତ୍କାଳ ନାଇଟ କର୍ଫ୍ୟୁ ଲାଗୁ କଲେ ଉଦ୍ଧବ ସରକାର। ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ଲାଗୁ ହେବ କଟକଣା। ଏହି ସମୟ ମଧ୍ୟରେ ୫ଜଣରୁ ଅଧିକ ଏକତ୍ରିତ ହେବା!-->…
