Odia News Portal

ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୧୩ଟି ଜିଲ୍ଲାରେ ଆଜି ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୮ ଜିଲ୍ଲାରେ କୁଆପଥର ସହିତ ପ୍ରବଳ ବର୍ଷାର ସମ୍ଭାବନା । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର,…

ବଦଳିବନି ନିଷ୍ପତ୍ତି,ଖୋଲିବ ସ୍କୁଲ

ବଦଳିବନି ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଜାନୁଆରୀ ୩ରୁ କ୍ଲାସରୁମ ପାଠପଢା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ସ୍କୁଲ ଖୋଲିବା…

ପ୍ରତିଦିନ ସକାଳେ ଖାଆନ୍ତୁ:ମିଳିବ ଅତ୍ୟନ୍ତ ଲାଭ

କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ ।ଏଥିରେ ଥିବାଭରପୁର ଖାଦ୍ୟ ଆମକୁ ଶରୀରରେ ଶକ୍ତି ଦେବା ସହ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କିଛି ଡ୍ରାଏଫ୍ରୁଟ୍ସ ସକାଳୁ ଖାଇବା ଉଚିତ। କିନ୍ତୁ ଏହାକୁ ରାତିରେ…

ବାଘ ପୋଷି ଚର୍ଚ୍ଚାରେ ଥିବା ମହିଳାଙ୍କ ମୃତ୍ୟୁ

କଟକ: ମହାବଳ ବାଘ କୁ ଘରେ ପାଳି ଚର୍ଚ୍ଚା ରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁ ଙ୍କ ର ଦେହାନ୍ତ ହୋଇଛି। କଟକ ସିଦ୍ଧେଶ୍ୱର ସାହି ଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୭୪ ମସିହାରେ…

ସାଇବର ଥାନାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ୧୪ ଟି ସାଇବର ଥାନା ଖୋଲିବ । ଥାନାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟ ୩ଟି ସ୍ଥାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ। ରାଉରକେଲା,ସମ୍ବଲପୁର ଓ ବ୍ରହ୍ମପୁରରେ କାର୍ୟ୍ୟ…

କମିଲା ସୁନା ରୁପା ଦର ଜାଣନ୍ତୁ କେତେ ଦାମ୍ ରହିଛି

ଆଜି ସୁନା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି ।ଗତକାଲି ଅପେକ୍ଷା ଆଜି ୨୫୦ ଟଙ୍କା କମିଛି ସୁନା ଦର ।ସୁନା ଦର ୧୦ ଗ୍ରାମ ପିଛା ୪୮୦୬୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୨୧୫୪ ଟଙ୍କା ରହିଛି। ଦିନକୁ ଦୁଇ ଥର ସୁନା ଓ ରୂପା ଦର ଜାରି କରାଯାଇଥାଏ। ଥରେ…

ୟୁରୋପରେ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ

ୟୁରୋପରେ ବ୍ୟାପୁଛି କୋରୋନା ।୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧,୮୦,୦୦୦ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁସାରେ, ଫ୍ରାନ୍ସ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧,୭୯,୮୦୯ କୋଭିଡ୍-୧୯ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ଆଜି ଫ୍ରାନ୍ସ୍ ସ୍ବାସ୍ଥ୍ୟମନ୍ତ୍ରୀ ପୂର୍ବାନୁମାନ କରିଛନ୍ତି ଯେ,…

ଡାକ୍ତରଖାନାରେ ଶିଶୁ ଅଦଳ ବଦଳ

ସୋନପୁର: ଡାକ୍ତରଖାନାରେ ଶିଶୁ ଅଦଳ ବଦଳ କୁ ନେଇ ଆସିଛି ସାଘାଂତିକ ଅଭିଯୋଗ ।ପୋଲିସ ଘଟଣା ସ୍ଥଳରେ ପହଂଚି ଖୋଳତାଡ କରୁଛି । ସୂଚନାନୁସାରେ ଗତ ସୋମବାର ଦିନ ଜିଲ୍ଲାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କର ପତ୍ନୀ ବିନିତାଙ୍କ ପ୍ରସବ କଷ୍ଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ବିଧାନସଭାରେ ପଶିଲା କୋରୋନା

ମହାରଷ୍ଟ୍ର ବିଧାନ ସଭା ଶୀତ ଅଧିବେଶନରେ ପଶିଲା କୋରନା । ଅଧିବେଶନ ଆରମ୍ଭର ମାତ୍ର ୨ ଦିନରେ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ୨ ମନ୍ତ୍ରୀ ଓ ଜଣେ ବିଧାୟକ ଥିବା ମଧ୍ୟ ଜଣାପଡିଛି। ଆରଟିପିସିଆର ପରୀକ୍ଷଣରେ ମନ୍ତ୍ରୀ କେ.ସି.ପାଡଭୀ, ବର୍ଷା ଗାୟକୱାଡ…

ରାଜ୍ୟରେ ତୃତୀୟ ଲହର ନିମନ୍ତେ ସରକାରଙ୍କ ସତର୍କତା

ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଆକ୍ରନ୍ତ ଙ୍କ ସଂଖ୍ୟା ବିଶେଷଜ୍ଞଙ୍କମାନଙ୍କ କହିବା ଅନୁସାରେ ଏହା ତୃତୀୟ ଲହର ସୃଷ୍ଟି କରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧ ରୁ ଜାନୁୟାରୀ ୨ ପର୍ୟ୍ୟନ୍ତ ସମସ୍ତ ସର୍ବସାଧାରଣ ସ୍ଥଳକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି…