ବିରାଟ-ଅନୁଷ୍କାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ହାଇଦ୍ରାବାଦରୁ ଗିରଫ
ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ୍ର ମହାନ ଖେଳାଳି ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସ ହାତରେ ଧରା ପଡ଼ିଛି। ମୁମ୍ବାଇ ପୋଲିସର ସାଇବର ସେଲ୍ ତାଙ୍କୁ ହ୍ରାଇଦାବାଦରୁ ଗିରଫ କରିଛି। ଏବେ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଧରି!-->…
